ଅନୀଲ ଅଗ୍ରୱାଲ
ସାମ୍ବାଦିକ ଓ ପରିବେଶବିଦ୍
ଅନିଲ କୁମାର ଅଗ୍ରୱାଲ (୨୩ ନଭେମ୍ବର ୧୯୪୭ – ୨ ଜନୁଆରୀ ୨୦୦୨) ଜଣେ ଭାରତୀୟ ପରିବେଶବିତ୍, ଇଞ୍ଜିନିୟର୍ ଓ ସାମ୍ବାଦିକ ।[୧] ସେ ଆଇଆଇଟି କାନପୁରରୁ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସର ସାଇନ୍ସ କରେସ୍ପଣ୍ଡାସ୍ ଭାବରେ କାମ କରୁଥିଲେ । ସେ ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ ଏନ୍ଭିରନ୍ମେଣ୍ଟର ପ୍ରତିଷ୍ଠା କରିଥିଲେ, ଯାହାକି ଦିଲ୍ଲୀରେ ଥିବା ଏକ ଗବେଷଣାତ୍ମକ ସଂସ୍ଥା ।[୨]
ଅନିଲ ଅଗ୍ରୱାଲ | |
---|---|
ଜନ୍ମ | ୨୩ ନଭେମ୍ବର ୧୯୪୭ |
ମୃତ୍ୟୁ | ୨ ଜାନୁଆରୀ ୨୦୦୨ | (ବୟସ ୫୪)
ଶିକ୍ଷା | ଆଇଆଇଟି କାନପୁର |
ବୃତ୍ତି(ସମୂହ) | ପରିବେଶବିତ୍ ସାମ୍ବାଦିକ |
ପୁରସ୍କାର | ପଦ୍ମଶ୍ରୀ (୧୯୮୬) ପଦ୍ମଭୂଷଣ (୨୦୦୨) |
୧୯୮୭ ମସିହାରେ ମିଳିତ ଜାତିସଂଘ ଏନ୍ଭିରନ୍ମେଣ୍ଟ ପ୍ରୋଗ୍ରାମ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ଗ୍ଲୋବାଲ ୫୦୦ ରୋଲ୍ ଅଫ୍ ଅନରରେ ମନୋନୀତ କରିଥିଲା । ପରିବେଶ ଓ ବିକାଶ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ (୧୯୮୬) ଓ ପଦ୍ମଭୂଷଣ (୨୦୦୨) ରେ ସମ୍ମାନିତ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ "Centre for Science and Environment". www.cseindia.org. Retrieved 6 September 2022.
- ↑ "Anil Agarwal - Centre for Science and Environment". www.cseindia.org (in ଇଂରାଜୀ).
- ↑ "Padma Awards Directory (1954-2009)" (PDF). Ministry of Home Affairs. Archived from the original (PDF) on 10 May 2013.
ବାହାର ଲିଙ୍କ୍
ସମ୍ପାଦନା- Baviskar, A. 2002. An activist–environmentalist, Anil Agarwal, 1947–2002. Frontline 19: 2, 1 February.
- CSE official biography.
- Forsyth, T.J. 2005. Anil Agarwal, pp. 9–14 in Simon, D. (ed.) Fifty Key Thinkers on Development, London and New York: Routledge.
- Jupiter, T. 2002. Anil Agarwal: India’s leading environmental campaigner. The Guardian, 11 January, .
- In memory of Anil Agarwal, MS Danish Association for International Co-operation
- Ever the Mentor, 19 December 2005 at IndianNGOs.com