ଅଧ୍ୟାପକ ବିଶ୍ୱରଞ୍ଜନ
ଭାରତୀୟ ଓଡ଼ିଆ ଲେଖକ
(ଅଧ୍ୟାପକ ବିଶ୍ୱରଂଜନରୁ ଲେଉଟି ଆସିଛି)
ଅଧ୍ୟାପକ ବିଶ୍ୱରଞ୍ଜନ (ଜନ୍ମ : ୧୯୪୭), ଜଣେ ଓଡ଼ିଆ ଶିକ୍ଷାବିତ[୧], ସାହିତ୍ୟିକ ଓ ସ୍ତମ୍ଭକାର ଅଟନ୍ତି ।[୨][୩][୪] ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପନା କରି ଅବସର ଗ୍ରହଣ କରିସାରିଛନ୍ତି । ସେ ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସଂଶ୍ଳିଷ୍ଠ ଥିଲେ ।[୫]
ଅଧ୍ୟାପକ ବିଶ୍ୱରଞ୍ଜନ | |
---|---|
ଜନ୍ମ | ବିଶ୍ୱରଞ୍ଜନ ମହାପାତ୍ର ୧୯୪୭ |
ବୃତ୍ତି | ଶିକ୍ଷାବିତ ଓ ସାହିତ୍ୟିକ |
ସନ୍ତାନ | ନେତାଜୀ ଅଭିନନ୍ଦନ, ବାପୁଜୀ ଅଭିନନ୍ଦନ |
ସମ୍ପର୍କୀୟ | ବିବୁଧ ରଞ୍ଜନ |
ରଚନାବଳୀ
ସମ୍ପାଦନାଗଳ୍ପ
ସମ୍ପାଦନା- କାଚ କଣ୍ଢେଇ
- ତଥାପି ଆଲୋକ
- ରାତି ପାହିଲେ ପୁରୀ
- ମଳୟ ମଞ୍ଜରୀ
- ଅନନ୍ତ ଶୟନ
- ଫୁଲଚୋରି ଓ ଅନ୍ୟାନ୍ୟ ପ୍ରେମଗଳ୍ପ
- ଶ୍ରେଷ୍ଠ ଗଳ୍ପ
- ଚୋରର ଚିଠି
ଉପନ୍ୟାସ
ସମ୍ପାଦନା- ବସାଘର
- ଚକ୍ର
- ସ୍ୱପ୍ନବାସ
- ଛକ
- ଚିଠି ଆସେନାହିଁ
- ସାକ୍ଷୀପୁରୁଷ
ଅନ୍ୟାନ୍ୟ
ସମ୍ପାଦନାସମ୍ମାନ ଓ ପୁରସ୍କାର
ସମ୍ପାଦନା- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୧୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୮]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ରାଧାକାନ୍ତ ଦାସ ସ୍ମୃତି ସମ୍ମାନ (ସମ୍ବାଦ ସାହିତ୍ୟ), ୨୦୦୨ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
- କୋଣାର୍କ ସାହିତ୍ୟ ସମ୍ମାନ
- ରାଜକିଶୋର ରାୟ ଗଳ୍ପ ସମ୍ମାନ[୯]
ଆଧାର
ସମ୍ପାଦନା- ↑ "ନିମାପଡ଼ା ସାହିତ୍ୟ ସଂସଦର ସପ୍ତମ ବାର୍ଷିକୋତ୍ସବ". www.samajalive.in. ସମାଜ. Archived from the original on 31 May 2021. Retrieved 31 May 2021.
- ↑ "ସାହିତ୍ୟ ଏକାଡ଼େମୀ ନିମନ୍ତ୍ରଣ ପତ୍ର" (PDF). www.sahitya-akademi.gov.in. ସାହିତ୍ୟ ଏକାଡ଼େମୀ. Archived from the original (PDF) on 31 May 2021. Retrieved 31 May 2021.
- ↑ "ସପ୍ତମ ଏକାମ୍ର ପୁସ୍ତକ ମହୋତ୍ସବ ଉଦ୍ଘାଟିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 May 2021. Retrieved 31 May 2021.
- ↑ "ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ". www.dharitri.com. ଧରିତ୍ରୀ. Archived from the original on 31 May 2021. Retrieved 31 May 2021.
- ↑ "ମୋ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି: ଅଧ୍ୟାପକ ବିଶ୍ୱରଞ୍ଜନ". www.batoi.com. batoi.com. Archived from the original on 20 January 2022. Retrieved 20 January 2022.
- ↑ Basanta Kiśora Sāhu (1995). Who's who in Oriya Children's Literature. Mayur Publications in collaboration with Research Institute of Oriya Children's Literature. ISBN 978-81-86040-44-7.
- ↑ Adhyapak Biswaranjan (2007). Iṇḍiā dẏāṭ ij naṭ Bhārata. Sr̥jana.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୩୧ ମଇ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ସାକ୍ଷାତକାର : ଶେଷ ରବିବାର". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 March 2022. Retrieved 28 March 2022.