ଅଙ୍ଗୁରବାଳା ରାୟ ଜଣେ ଭାରତୀୟ ତଥା ଓଡ଼ିଆ ଗାୟିକା ଯିଏ ସୁମତୀ ଦେବୀଙ୍କ ପରି ମଞ୍ଚ ଜଗତରେ ଲୋକପ୍ରିୟତା ଅର୍ଜନ କରିଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ନିଜ ସାଂସ୍କୃତିକ ଆତ୍ମଜୀବନୀ କୁମ୍ଭାର ଚକରେ ତାଙ୍କ ବିଷୟରେ ସବିଶେଷ ବର୍ଣ୍ଣନା କରିଛନ୍ତି। ଆକାଶବାଣୀ କଟକରେ ନିଯୁକ୍ତ ବଂଶୀବାଦକ ହରିପ୍ରସାଦ ଚୌରାଶିଆଙ୍କ ସହ ବିବାହ ପରେ ତାଙ୍କ ନାମ ଅନୁରାଧା ଚୌରାଶିଆ ହୋଇଛି। ବ୍ରେଥ୍ ଅଫ୍ ଗୋଲ୍ଡ ପୁସ୍ତକରୁ ବିସ୍ତୃତ ଭାବେ ଅଙ୍ଗୁରବାଳା ରାୟଙ୍କ ଜୀବନର ଇତିହାସ ସମ୍ବନ୍ଧରେ ଜାଣିବାକୁ ମିଳେ। ପ୍ରଥମ ଲିଙ୍କରେ ତାଙ୍କର ଫଟ ଉପଲବ୍ଧ।


ଆଧାର: ୧) ସଠିକ ଉତ୍ତର: ବାମରୁ ଗାୟିକା ଅଙ୍ଗୁରବାଳା ରାୟ ଚୌରସିଆ, ୨) Full text of "କୁମ୍ଭାର ଚକ" କଟକ ରେଡ଼ିଓ ଷ୍ଟେସନରେ ଗୀତ ଅଡ଼ିସନ୍‌ ଦେବାପାଇଁ ଆସିଛି ଝିଅଟି - ନାମ ଅଙ୍ଗୁରବାଳା ରାୟ । ଓଡ଼ିଶୀ୨ ... ୩) 24 Dec 2014 — Flute maestro Hariprasad Chaurasia Archived 2023-11-22 at the Wayback Machine. at riyaz with wife Anuradha 'Angurbala' Chaurasia, a classical vocalist. ୪) Breath of Gold: Hariprasad Chaurasia - Sathya Saran · 2020 · Angurbala is today better known as Anuradha, and is held in high esteem in the music community, ୫) His magic with flute charmed all 13 Aug 2010 — ... Angurbala Roy – now known as Anuradha Chaurasia). Chaursia was in the Millennium city to kick off the curtain-raiser concert for the 26th ... [୧] ୬) AKASHVANI: Vol. XXVI. No. 6. ( 5 FEBRUARY, 1961 ) - Page 62 Saja Phula (New songs of this month): Sung by Angurbala Roy and Balkrishna Das. [୩][୨]