ଅକ୍ଷୟ କୁମାର ପଟ୍ଟନାୟକ
ଓଡ଼ିଆ ରାଜନୀତିଜ୍ଞ
ଅକ୍ଷୟ କୁମାର ପଟ୍ଟନାୟକ (୨୭ ଜୁନ ୧୯୪୭ - ୩୦ ମାର୍ଚ୍ଚ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଅକ୍ଷୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଅକ୍ଷୟ କୁମାର ପଟ୍ଟନାୟକ | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ଯୋଗେଶ ଚନ୍ଦ୍ର ରାଉତ |
ପର ଅଧିକାରୀ | ଘନଶ୍ୟାମ ସାହୁ |
ନିର୍ବାଚନ ମଣ୍ଡଳୀ | ବାଙ୍କୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୁନ ୨୭, ୧୯୪୭ |
ମୃତ୍ୟୁ | ୩୦ ମାର୍ଚ୍ଚ ୨୦୦୨ | (ବୟସ ୫୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପୁଷ୍ପାଞ୍ଜଳୀ ପଟ୍ଟନାୟକ |
ବାପା/ବୋଉ | ସୁରେଶ ଚନ୍ଦ୍ର ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଅକ୍ଷୟ କୁମାର ପଟ୍ଟନାୟକ ୧୯୪୭ ମସିହାର ଜୁନ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ପତ୍ନୀଙ୍କ ନାମ ପୁଷ୍ପାଞ୍ଜଳୀ ପଟ୍ଟନାୟକ ।[୧]
ରାଜନୈତିକ ଜୀବନ
ସମ୍ପାଦନାଅକ୍ଷୟ କୁମାର ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଅକ୍ଷୟ କୁମାର ପଟ୍ଟନାୟକ ୨୦୦୨ ମସିହାର ମାର୍ଚ୍ଚ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Akshaya Kumar Patnaik". odishaassembly.nic.in. Odisha Assembly. Retrieved 27 February 2020.