ଅକ୍କି ଆଲୁର
ଅକ୍କି ଆଲୁର, ଦକ୍ଷିଣ ଭାରତୀୟ ରାଜ୍ୟ କରଣାତକର ଏକ ଗ୍ରାମ । .[୧][୨]ଏହା ହାଭେରୀ ଜିଲ୍ଲାର ହଙ୍ଗଳ ତାଲୁକରେ ଅବସ୍ଥିତ ।
Akki Alur
ಅಕ್ಕಿ ಆಲೂರು | |
---|---|
town | |
Country | India |
State | Karnataka |
District | Haveri |
Taluk | Hangal |
Population (2011) | |
• Total | ୧୨,୨୯୪ |
Languages | |
Time zone | UTC+5:30 (IST) |
PIN | 581102 |
ଯାନବାହାନ ପଞ୍ଚୀକରଣ | KA-27 |
Nearest city | Haveri, Hubli |
This page maintained by: | Pradeep Savanur |
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ଏଠାରେ 2565 ପରିବାରରେ ସମୁଦାୟ 12,294 ଜଣ ରହନ୍ତି , ଯାହା ମଧ୍ୟରୁ ପୁରୁଷ ସଂଖ୍ୟା 6217 ଓ ମହିଳା ସଂଖ୍ୟା 6077 । 6 ବର୍ଷରୁ କମ ସଂଖ୍ୟା ଏଠାରେ 1548 । ଏଠାରେ ସାକ୍ଷ୍ୟରତା ହାର 86.65 ଥିଲା , ଯାହା ଜାତୀୟ ହାରଠାରୁ ବହୁ ଉର୍ଦ୍ଧରେ ରହିଥିଲା । .
ଇତିହାସ
ସମ୍ପାଦନା1977 ମସିହାରେ ଏହି ଗ୍ରାମ ହଠାତ ଜାତୀୟ ନଜରକୁ ଆସିଥିଲା ଓ ବିରାଟ ଏଇତିହାସିକ ତଥ୍ୟ ବିଷୟରେ ସମସ୍ତେ ଅବଗତ ହେଇଥିଲେ । ଏଠାରେ ଏକ ଚାଷ ଜମି ମଧ୍ୟରୁ 46ଟି " byzantine Solidi" ନାମକ ରୋମାନ ରାଜୁତି ସମୟର ସ୍ୱର୍ଣ୍ଣ ମୁଦ୍ରା ମିଳିଥିଲା । ସେଥିରେ ରୋମାନ ରାଜାଙ୍କ ମୁଣ୍ଡର ଚିତ୍ର ଖୋଦିତ ଥିଲା । ଏହାଦ୍ୱାରା ଅନୁମାନ କରାଯାଏ ଯେ ଅତି ପ୍ରାଚୀନ କାଳରେ ଏହି ଅଞ୍ଚଳରେ ରୋମାନ ଉପସ୍ଥିତି ଥିଲା । ତେବେ ଏହା ଉପରେ ଅଧିକ ପୁରାତତ୍ତ୍ୱିକ ଅନୁସନ୍ଧାନ ତଥା ଆହୁରି ଅନେକ ସ୍ଥାନରେ ଖନନ କାର୍ଯ୍ୟ ହେଲେ ବିଶେଷ କଥା ଜଣାପଡିବ । ସ୍ୱର୍ଣ୍ଣ ମୁଦ୍ରାଗୁଡ଼ିକ କର୍ଣାଟକର ମିଉଜିଆମରେ ରଖା ଯାଇଛି ।
-
Ishwar Temple
-
Sunset
-
Bus stand road
-
ಗ್ರಾಮ ದೇವಿ
-
Birds at lake
-
Flower Blossom
-
Birds at lake
-
Jangi Kusti(Wrestling)
-
Hanuman Idol
-
Hanuman Temple
ଆଧାର
ସମ୍ପାଦନା- ↑ Village code= 841900 "Census of India : Villages with population 5000 & above". Registrar General & Census Commissioner, India. Archived from the original on 8 December 2008. Retrieved 2008-12-18.
- ↑ "Yahoomaps India :". Archived from the original on 18 December 2008. Retrieved 2008-12-18.