ଉଇକିମିଡ଼ିଆ ଫାଉଣ୍ଡେସନ
ଉଇକିମିଡ଼ିଆ ଫାଉଣ୍ଡେସନ, Inc. ଏକ ଆମେରିକୀୟ ଅଣଲାଭକାରି ଦାତବ୍ୟ ସଙ୍ଗଠନ ଯାହା ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆଠାରେ ଅବସ୍ଥିତ ଓ ଆଗରୁ ଏହା ଅବସ୍ଥିତ ଥିବା ଫ୍ଲୋରିଡ଼ା ରାଜ୍ୟର ଅନୁଶାସନ ଦେଇ ପରିଚାଳିତ । ଏହା ଅନେକଗୁଡ଼ିଏ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା-ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପିଡ଼ିଆ ଆଦିକୁ ପରିଚାଳନ କରିଥାଏ । ଏହାର ମୁଖ୍ୟ ପ୍ରକଳ୍ପ ଉଇକିପିଡ଼ିଆ ଜଗତର ସବୁଠାରୁ ଅଧିକ ପଢ଼ାଯାଉଥିବା ୧୦ଟି ସାଇଟ ଭିତରୁ ଗୋଟିଏ ।[୫] ଏହି ସଙ୍ଗଠନର ଆରମ୍ଭ ବିଦ୍ଧିବଦ୍ଧ ଭାବରେ ଜୁନ ୨୦, ୨୦୦୩ରେ ଉଇକିପିଡ଼ିଆର ସହ-ପ୍ରତିଷ୍ଠାତା ଜିମି ଉଏଲସ,[୬]ଙ୍କ ଦେଇ ହୋଇଥିଲା ଯେ ଉଇକିପିଡ଼ିଆକୁ ନିଜ କମ୍ପାନୀ ବୋମିସ ସହ ପରିଚାଳନା କରୁଛନ୍ତି ।[୭]
ଉଇକିମିଡ଼ିଆ ଫାଉଣ୍ଡେସନର ଲୋଗୋ | |
ପ୍ରକାର | 501(c)(3) ଦାତବ୍ୟ ସଙ୍ଗଠନ |
---|---|
ପ୍ରତିଷ୍ଠା କାଳ | ସେଣ୍ଟ ପିଟର୍ସବର୍ଗ, ଫ୍ଲୋରିଡ଼ା, ଯୁକ୍ତରାଷ୍ଟ୍ର ଆମେରିକା ଛାଞ୍ଚ:Foundation date |
ଅବସ୍ଥିତି | ସାନ ଫ୍ରାନସିସ୍କୋ, କାର୍ଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା/ ଲସାଅଞ୍ଜେଲସ, କାର୍ଲିଫର୍ଣ୍ଣିଆ (ପଞ୍ଜିକୃତ ପ୍ରତିନିଧି) |
ମୂଳ ଲୋକ | ଟିଙ୍ଗ ଚେନ,, ଚେଆର ଅଫ ବୋର୍ଡ଼ ଜିମି ଉଏଲସ, ଚେଆରମ୍ୟାନ ଏମିରେଟସ[୧] ସୁ ଗାର୍ଡ଼ନର, ଏକ୍ଜକ୍ୟୁଟିଭ ଡାଇରେକ୍ଟର |
ମୂଳ କ୍ଷେତ୍ର | ଜାଗତିକ |
ଲକ୍ଷ | ଖୋଲା, ମାଗଣା ବିଷୟବସ୍ତୁ, ଉଇକି-ଭିତ୍ତିକ ଇଣ୍ଟରନେଟ ପ୍ରକଳ୍ପମାନ |
ବିଧି | ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିଭର୍ସିଟି, ଉଇକିମିଡ଼ିଆ ଇନକୁବେଟର ଓ ମେଟାଉଇକି |
ଖଜଣା | US$10,632,254 (July – December 2009)[୨] |
ସ୍ଵେଚ୍ଛାସେବୀ | 350,000 (2005)[୩] |
କର୍ମଚାରୀ | 75 (as of July 2011)[୪] |
ୱେବସାଇଟ | wikimediafoundation.org |
ଆଧାର
ସମ୍ପାଦନା- ↑ Cbrown1023. "Board of Trustees". Wikimedia Foundation. Archived from the original on 2008-01-17. Retrieved 2008-01-19.
{{cite web}}
: CS1 maint: bot: original URL status unknown (link) CS1 maint: numeric names: authors list (link) - ↑ "2009 Mid Year Financials" (PDF). Retrieved 2011-12-05.
- ↑ (French ) Open for business (2007), Jaap Bloem & Menno van Doorn (trad. Audrey Vuillermier), éd. VINT, 2007 (ISBN 978-90-75414-20-2), p. 93. No official number available since 2006
- ↑ "Staff Page (Homepage from Wikimeda)". Wikimedia Foundation. Retrieved 2011-02-07.
- ↑ "Top 500". Alexa. Archived from the original on 2008-12-24. Retrieved 2007-12-04.
- ↑ Neate, Rupert (2008-10-07). "Wikipedia founder Jimmy Wales goes bananas". The Daily Telegraph. Retrieved 2009-10-25.
The encyclopedia's huge fan base became such a drain on Bomis's resources that Mr Wales, and co-founder Larry Sanger, thought of a radical new funding model – charity.
- ↑ Wales, Jimmy (2003-06-20). "Wikipedia English mailing list message".
ବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ ଫାଉଣ୍ଡେସନ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Official website
- Wikimedia blog
- Wikimedia on freenode, irc.freenode.net
- Wikimedia Foundation mailing list archives
ନଥି (ବିବରଣୀ,ଯୋଜନା ଆଦି)
ସମ୍ପାଦନା- Wikimedia Foundation 2010-11 Annual Plan (published on 29 June 2010)
- Wikimedia Foundation's financial report Archived 2009-03-05 at the Wayback Machine., wikimediafoundation.org
- The Wikimedia Foundation annual report Archived 2018-03-16 at the Wayback Machine., wikimediafoundation.org
- The Wikimedia Foundation bylawsPDF (259 KB), wikimediafoundation.org
- Financial statements 2004–2005–2006PDF (90.2 KB), upload.wikimedia.org
ବାକିସବୁ
ସମ୍ପାଦନା- Wikimedia-pedia, knowledge-base, strategy.wikimedia.org
- Public Record for Wikimedia Foundation Inc., Division of Corporations – Florida Department of State, sunbiz.org
- The Wikimedia Foundation profile at Charity Navigator, charitynavigator.org
- Sheldon Rampton's WikiEN-l post, mail.wikipedia.org
- en.Wikizine.org Archived 2009-07-01 at the Wayback Machine. (An independent internal news bulletin for the members of the Wikimedia community)
ଛାଞ୍ଚ:Wikipedia 37°47′13″N 122°23′59″W / 37.786971°N 122.399677°W