ସମୟ (କାଳ)

(Timeରୁ ଲେଉଟି ଆସିଛି)

ଆମେ ସାଧାରଣତଃ ଘଟଣାମାନଙ୍କୁ କ୍ରମାନ୍ୱୟ କରିବା ପାଇଁ ସମୟ ବ୍ୟବହାର କରିଥାଉ । ବସ୍ତୁର ଗତି ବା ପରିବର୍ତ୍ତନର ହାରକୁ ସମୟରେ ସୂଚିତ କରାଯାଇଥାଏ । ସମୟକୁ ବିଜ୍ଞାନରେ ଚତୁର୍ଥ ଆୟାମ ମଧ୍ୟ କୁହାଯାଏ ।

ସମ‌ୟ ଏକ ଅମୂଲ୍ୟ ସ‌ମ୍ପଦ । କାଳର ଅନ୍ୟନାମ ସମୟ। ଏହା କାହାକୁ ଅପେକ୍ଷା କରେନାହିଁ।ଏହାର ସଦୁପୋଯୋଗ କରାଜିବା ଉଚିତ୍।ପ୍ରତ୍ୟେକ ବ୍ୟକ୍ତି ଏହାର ମୁଲ୍ୟ ବୁଝିବା ଉଚିତ।

କୌଣସି ବାରମ୍ବାର ପରିବର୍ତ୍ତନ ହେଉଥିବା ଘଟଣାକୁ ଆଧାର କରି ସମୟ ମାପ କରାଯାଇଥାଏ । ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗୋଟିଏ ଦିନ ହୋଇଥାଏ । ଅତି ପୁରାତନ ସମୟରେ ମଧ୍ୟ ମଣିଷ ପଞ୍ଜିକା ବ୍ୟବହାର କରୁଥିଲା । ଏବେ ଯୁଗ ବଦଳିବା ସହିତ ଆମେ ସେକେଣ୍ଡର କୋଟି ଭାଗ ମଧ୍ୟ ହିସାବ କରିପାରୁଛୁ ।

ବିଜ୍ଞାନର ଅନ୍ତର୍ଜାତୀୟ ମାନକ (SI) ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ ।

ସମୟର ଏକକ

ସମ୍ପାଦନା

ସମୟ ମାପିବା ଯନ୍ତ୍ର

ସମ୍ପାଦନା

ଦିନର ସମୟ

ସମ୍ପାଦନା

ବାହାର ତଥ୍ୟ

ସମ୍ପାଦନା
  • Dowden, Bradley (California State University, Sacramento) (2007). "Time". In James Fieser, Ph.D., Bradley Dowden, Ph.D. (ed.). The Internet Encyclopedia of Philosophy. Retrieved 2011-04-09.{{cite encyclopedia}}: CS1 maint: multiple names: authors list (link)
  • Le Poidevin, Robin (Winter 2004). "The Experience and Perception of Time". In Edward N. Zalta (ed.). The Stanford Encyclopedia of Philosophy. Retrieved 2011-04-09.
  • Time at Open Directory