ଥାନେସର
(Thanesarରୁ ଲେଉଟି ଆସିଛି)
ଥାନେସର ଏକ ଭାରତୀୟ ପୌରପାଳିକା ଅଟେ । ଏହା ହରିଆଣାର କୁରୁକ୍ଶେତ୍ର ଜିଲ୍ଲାରେ ଅବସ୍ଥିତ ।
Thanesar
थानेसर ਥਾਨੇਸਰ | |
---|---|
city | |
ଦେଶ | India |
ରାଜ୍ୟ | Haryana |
ଜିଲ୍ଲା | Kurukshetra |
Elevation | 232 m (761 ft) |
Population (2011) | |
• Total | ୧,୫୪,୯୬୨ |
ଭାଷା | |
• ସରକାରୀ | Hindi, Punjabi |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାଥାନେସର ୨୯.୯୭୩୨ ଉତ୍ତର ଅକ୍ଷାଂଶ ଓ ୭୬.୮୩୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଥାନେସର ସହରର ମୋଟ ଜନସଂଖ୍ୟା ୧୨୦୦୭୨ ଅଟେ ।[୨] ସେଥି ମଧ୍ୟରୁ ୫୪.୭୯% ଜଣ ପରୁଷ ହୋଇଥିବା ବେଳେ ୪୫.୨୧% ଜଣ ନାରୀ ଅଟନ୍ତି । ଥାନେସରର ସାକ୍ଷରତା ହାର ୭୨.୨୩% ଅଟେ । ଏହା ଜାତୀୟ ହାରଠାରୁ ୭.୩୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୫% ପ୍ରତିଶତ ପୁରୁଷ ଓ ୩୦.୨୮% ନାରୀ ଅଟନ୍ତି । ୧୧.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ଥାନେସରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.