ଟେନୋଫୋଭିର ଆଲାଫେନାମାଇଡ
ଟେନୋଫୋଭିର ଆଲାଫେନାମାଇଡ, ବେପାର ନାମ ଭେନୋଲିଡି, ହେଉଛିଏକ ଔଷଧ ଯାହା ଦୀର୍ଘକାଳୀନ ଯକୃତ ପ୍ରଦାହ ଖ ରୋଗ, ବିଶେଷତଃ କ୍ଷତିପୁର୍ତ୍ତ ଯକୃତ ରୋଗର ଚିକିତ୍ସା ପାଇଁ ଦିଆଯାଏ ।[୫] ଏହା ପାଟିରେ ଦିଆଯାଏ ।[୫] ଏହା ୧୧ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୋଇପାରେ ।[୨] ଔଷଧ ଦେବା ବନ୍ଦ କରିବା ପରେ ଯକୃତ ପ୍ରଦାହ ଖ ରୋଗ ଖରାପ ଦିଗକୁ ଗତି କରିପାରେ ।[୫]
Clinical data | |
---|---|
Pronunciation | /ˌtəˈnoʊfəvɪər ˌæləˈfɛnəmaɪd/ |
Trade names | Vemlidy Genvoya (with elvitegravir, cobicistat and emtricitabine) Odefsey (with emtricitabine and rilpivirine) Descovy (with emtricitabine) Symtuza (with darunavir, cobicistat, and emtricitabine) |
Synonyms | GS-7340 |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Protein binding | ~80%[୪] |
Elimination half-life | 0.51 hour |
Excretion | Feces (31.7%), urine (<1%) |
Identifiers | |
| |
Chemical and physical data | |
Formula | C21H29N6O5P |
Molar mass | ୪୭୬.୪୭ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ ଥକାପଣ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲାକ୍ଟିକ ଏସିଡୋସିସ ହୋଇପାରେ ।[୫] ସାଂଘାତିକ ଯକୃତ ଜନିତ ସମସ୍ୟାରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ ।[୫] ଟେନୋଫୋଭିର ଆଲାଫେନାମାଇଡ୍ ଶରୀରଦ୍ୱାରା ଟେନୋଫୋଭିର ରୂପାନ୍ତରିତ ହୁଏ, ଯାହାଦ୍ୱାରା ଏହା କାର୍ଯ୍ୟକ୍ଷମ ହୁଏ ।[୨] ଏହା ରିଭର୍ସ ଟ୍ରାନ୍ସକ୍ରିପଟେଜକୁ ଅବରୋଧ କରେ ଯାହାଦ୍ୱାରା ଭୂତାଣୁକୁ ବହୁଗୁଣିତ କରିବାରେ ବାଧା ଦିଏ ।[୨]
ଟେନୋଫୋଭିର ଆଲାଫେନାମାଇଡ ଔଷଧ ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ବାବଦ ମାସକୁ ପ୍ରାୟ ୧୩୦୦ ଡଲାର ଖର୍ଚ୍ଚ ହୋଇଥାଏ [୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୩୨୫ ଡଲାର ।[୭] [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Tenofovir alafenamide (Vemlidy) Use During Pregnancy". Drugs.com. 26 December 2018. Archived from the original on 9 July 2021. Retrieved 18 April 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Vemlidy EPAR". European Medicines Agency (EMA). Archived from the original on 13 July 2021. Retrieved 26 January 2021.
- ↑ "Vemlidy 25 mg film coated tablets - Summary of Product Characteristics (SmPC)". (emc). 8 September 2020. Archived from the original on 11 July 2021. Retrieved 12 November 2020.
- ↑ ୪.୦ ୪.୧ "Vemlidy- tenofovir alafenamide tablet". DailyMed. 11 February 2020. Archived from the original on 9 July 2021. Retrieved 18 April 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Tenofovir Alafenamide Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 26 September 2021.
- ↑ "Vemlidy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 26 September 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 659. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Pharmacoeconomic Review Report TENOFOVIR ALAFENAMIDE (VEMLIDY)" (PDF). Archived (PDF) from the original on 18 October 2018. Retrieved 26 September 2021.