କୋବିସିଷ୍ଟାଟ

ଏହା ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।
(Cobicistatରୁ ଲେଉଟି ଆସିଛି)

କୋବିସିଷ୍ଟାଟ (ଇଂରାଜୀ ଭାଷାରେ), ଟାଇବୋଷ୍ଟ ଏକ ବିକ୍ରୟ ନାମ, ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ପ୍ରାୟତ ଆଟାଜାନାଭିର କିମ୍ବା ଡାରୁନାଭିର ଔଷଧମାନଙ୍କର ପ୍ରଭାବ ବୃଦ୍ଧି କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହା ଅନେକ ମିଶ୍ରଣ ଔଷଧର ଅଂଶ ଭାବରେ ମଧ୍ୟ ଉପଲବ୍ଧ ।[୨]

କୋବିସିଷ୍ଟାଟ
Clinical data
Trade namesTybost
SynonymsGS-9350
AHFS/Drugs.commonograph
MedlinePlusa616029
data
Legal status
Legal status
Identifiers
  • 1,3-thiazol-5-ylmethyl [(2R,5R)-5-{[(2S)-2-[(methyl{[2-(propan-2-yl)-1,3-thiazol-4-yl]methyl}carbamoyl)amino]-4-(morpholin-4-yl)butanoyl]amino}-1,6-diphenylhexan-2-yl]carbamate
Chemical and physical data
FormulaC40H53N7O5S2
Molar mass୭୭୬.୦୩ g·mol−1
3D model (JSmol)
  • CC(C)c1nc(cs1)CN(C)C(=O)NC(CCN2CCOCC2)C(=O)NC(CCC(Cc3ccccc3)NC(=O)OCc4cncs4)Cc5ccccc5
  • InChI=1S/C40H53N7O5S2/c1-29(2)38-43-34(27-53-38)25-46(3)39(49)45-36(16-17-47-18-20-51-21-19-47)37(48)42-32(22-30-10-6-4-7-11-30)14-15-33(23-31-12-8-5-9-13-31)44-40(50)52-26-35-24-41-28-54-35/h4-13,24,27-29,32-33,36H,14-23,25-26H2,1-3H3,(H,42,48)(H,44,50)(H,45,49)/t32-,33-,36+/m1/s1 checkY
  • Key:ZCIGNRJZKPOIKD-CQXVEOKZSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜଣ୍ଡିସ୍, ଅଇ, ଏବଂ ରାସ ହୋଇପାରେ ।[୧] [୩] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କ ନିମନ୍ତେ ଏହା ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧର ପାରସ୍ପରିକ ପ୍ରତିକ୍ରିୟା ଅଛି ।[୩] ଏହା ସିୱାଇପି୩ଏ (CYP3A) ନାମକ ଯକୃତ ଏନଜାଇମ ଗୋଷ୍ଠୀର କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ; ଏହା ଦ୍ୱାରାଆଟାଜାନାଭିର କିମ୍ବା ଡାରୁନାଭିରର ଭାଙ୍ଗିବା ମନ୍ଥର ହୋଇଯାଏ ।[୧]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋବିସିଷ୍ଟାଟ ଅନୁମୋଦନ କରାଯାଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧର ମୂଲ୍ୟ ୨୧ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tybost". Archived from the original on 10 November 2021. Retrieved 6 January 2022.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 699. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ "DailyMed - TYBOST- cobicistat tablet, film coated". dailymed.nlm.nih.gov. Archived from the original on 28 October 2020. Retrieved 5 January 2022.
  4. "Cobicistat Prices, Coupons & Savings Tips - GoodRx". GoodRx. Retrieved 6 January 2022.