ତପସ୍ୱିନୀ

(Tapaswiniରୁ ଲେଉଟି ଆସିଛି)

ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ ।[] ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟ ଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି ।[] 'କରୁଣ ରସ'ରେ ଏହି କାବ୍ୟଟି ରଚିତ ।[] [] ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।[]

ତପସ୍ୱିନୀ  
ଲେଖକଗଙ୍ଗାଧର ମେହେର
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକନାଳନ୍ଦା, ବିନୋଦବିହାରୀ, କଟକ
ପୃଷ୍ଠା୧୬୧

ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରାଯାଇଛି ।

  1. Gaçngåadhara Mehera; Jayanta Mahapatra (1998). Tapaswini: A Poem. Orissa Sahitya Akademi.
  2. Namita Gokhale (15 October 2009). In Search Of Sita: Revisiting Mythology. Penguin Books Limited. pp. 220–. ISBN 978-93-5118-420-1.
  3. "ଆର୍କାଇଭ୍ କପି" (PDF). Archived from the original (PDF) on 2011-06-27. Retrieved 2013-03-28. {{cite web}}: Cite has empty unknown parameter: |1= (help)
  4. ପ୍ରାଧ୍ୟାପକ ରାଜ କୁମାର ନାୟକ, ଓଡ଼ିଶା ରିଭିୟୁ, ୨୦୧୦ ସେପ୍ଟେମ୍ବର, ପ୍ରବନ୍ଧ: 'Gangadhar Meher: A Comparative Figure to Sanskrit Literature
  5. Gaṅgādhara Mehera (2005). The Tapaswinee. Atlantic Publishers & Dist. ISBN 978-81-269-0412-9.