ତାମଲୁକ
(Tamlukରୁ ଲେଉଟି ଆସିଛି)
ତାମଲୁକ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ମେଦିନିପୁର୍ ଜିଲ୍ଲାରେ ଅବସ୍ଥିତ ।
Kolaghat
তমলুক Tamralipta, Tamolika, Tamralipti, Tamoluk | |
---|---|
Town | |
Country | India |
State | West Bengal |
District | Purba Medinipur |
Elevation | 7 m (23 ft) |
Population (2011)[୧] | |
• Total | ୬୫,୩୦୬ |
Languages | |
• Official | Bengali, English |
Time zone | UTC+5:30 (IST) |
PIN | 721636 |
Telephone code | 91-3228 |
ଯାନବାହାନ ପଞ୍ଚୀକରଣ | WB 29-xxxx,WB 30-xxxx |
Lok Sabha constituency | Tamluk |
Vidhan Sabha constituency | Tamluk, Moyna, Nandakumar |
Website | purbamedinipur |
ଭୌଗଳିକ ଅବସ୍ଥିତି
ସମ୍ପାଦନାତାମଲୁକ ୨୨.୩୦୦୮ ଉତ୍ତର ଅକ୍ଷାଂଶ ଓ ୮୭.୯୨୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାମଲୁକ ସହରର ମୋଟ ଜନସଂଖ୍ୟା ୪୫୮୨୬ ଅଟେ ।[୩] ସେଥି ମଧ୍ୟରୁ ୫୧.୬୯% ଜଣ ପରୁଷ ହୋଇଥିବା ବେଳେ ୪୮.୩୧% ଜଣ ନାରୀ ଅଟନ୍ତି । ତାମଲୁକର ସାକ୍ଷରତା ହାର ୭୭.୩୯% ଅଟେ । ଏହା ଜାତୀୟ ହାରଠାରୁ -୧୨.୫୫% ପ୍ରତିଶତ କମ ଅଟେ । ସେଥିରୁ ୪୨.୭୦% ପ୍ରତିଶତ ପୁରୁଷ ଓ ୩୪.୬୯% ନାରୀ ଅଟନ୍ତି । ୧୦.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାବଙ୍ଗାଳୀ ତାମଲୁକର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.censusindia.gov.in/pca/SearchDetails.aspx?Id=365849
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.