ଟାଲାଜୋପାରିବ
ଟାଲାଜୋପାରିବ (ଇଂରାଜୀ ଭାଷାରେ Talazoparib), ତାଲାଜେନ୍ନା ଏହାର ବେପାର ନାମ, ହେଉଛି ଏକ କର୍କଟ ବିରୋଧୀ ଔଷଧ ଦିଆଯାଏ ଯେତେବେଳେ ସ୍ତନ କର୍କଟ ବିଆରସିଏ ମ୍ୟୁଟେସନ୍ ସହିତ ଥିବା ମେଟାଷ୍ଟାଟିକ୍ ହୁଏ ଓ ଅନ୍ୟ କୌଣସି ଚିକିତ୍ସା ଆଉ କାମ କରେନି କିମ୍ବା ଉପଯୁକ୍ତ ନୁହେଁ । ଏହା ପାଟିରେ ଦିଆଯାଏ ।
Clinical data | |
---|---|
Trade names | Talzenna |
Synonyms | BMN-673 |
AHFS/Drugs.com | monograph |
MedlinePlus | a618070 |
data |
|
Pregnancy category |
|
Routes of administration | By mouth (capsules) |
Legal status | |
Legal status | |
Pharmacokinetic data | |
Protein binding | 74% |
Metabolism | Minimal metabolisation (<30%) |
Elimination half-life | 90 (±58) hrs |
Excretion | 69% in urine, 20% in feces |
Identifiers | |
| |
ECHA InfoCard | 100.249.319 |
Chemical and physical data | |
Formula | C19H14F2N6O |
Molar mass | ୩୮୦.୩୬ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିମ୍ନ ଲାଲ ରକ୍ତ କଣିକା, ଅଇ, କମ୍ ଶ୍ୱେତ ରକ୍ତ କଣିକା ଏବଂ ନିମ୍ନ ପ୍ଲାଟେଲେଟ୍ ହୋଇପାରେ ।[୨] ଅନ୍ୟାନ୍ୟ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମ ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ବୃକ୍କ ଜନିତ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରାର ଔଷଧ ବ୍ୟବହାର କରାଯାଇପାରେ । ଏହା ଏକ ପଲି ଏଡିପି ରାଇବୋଜ ପଲିମେରେଜ (PARP) ପ୍ରତିବନ୍ଧକ ଏବଂ ଡିଏନଏ ମରାମତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାଲାଜୋପାରିବକୁ ଅନୁମୋଦନ କରାଯାଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ସାଧାରଣ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୬,୦୦୦ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦୦ ପାଉଣ୍ଡ ଅଟେ ।[୫]
ଆଧାର
ସମ୍ପାଦନା- ↑ "Talzenna 0.25 mg hard capsules - Summary of Product Characteristics (SmPC)". (emc). 1 June 2021. Archived from the original on 9 July 2021. Retrieved 9 July 2021.
- ↑ ୨.୦ ୨.୧ "Talzenna EPAR". European Medicines Agency (EMA). 8 July 2019. Archived from the original on 19 May 2020. Retrieved 10 March 2020.
- ↑ ୩.୦ ୩.୧ "Talazoparib Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 13 August 2021.
- ↑ "Talzenna Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 January 2021. Retrieved 13 August 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1065. ISBN 978-0-85711-369-6.
{{cite book}}
: CS1 maint: date format (link)