ସୁଷମା ସ୍ୱରାଜ
ସୁଷମା ସ୍ୱରାଜ (pronunciation (help·info)) (୧୪ ଫେବୃଆରୀ ୧୯୫୨ – ୬ ଅଗଷ୍ଟ ୨୦୧୯) ଜଣେ ଭାରତୀୟ ରାଜନେତ୍ରୀ, ପୂର୍ବୋକ୍ତ ସୁପ୍ରିମକୋର୍ଟ ଓକିଲ ଥିଲେ । ସେ ୨୬ ମଇ ୨୦୧୪ରୁ ୩୦ ମଇ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ସ୍ୱରାଜ ଦ୍ୱିତୀୟ ମହିଳା ଭାବେ ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଥିଲେ । ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତ୍ରୀ । ସେ ୭ ଥର ସଂସଦ ରସବ୍ୟ ହିସାବରେ ଏବଂ ତିନି ଥର ଆଇନ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଥିଲେ । ସେ ୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର କନିଷ୍ଠତମ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦେଇଥିଲେ । ଅଳ୍ପ କାଳ ପାଇଁ ସେ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ମଧ୍ୟ ଥିଲେ । ୨୦୧୪ ମସିହାରେ ସେ ଭାରତୀୟ ଜାତୀୟ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶର ବିଦିଶା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ୬ ଅଗଷ୍ଟ ୨୦୧୯ରେ
ସୁଷମା ସ୍ୱରାଜ | |
---|---|
ବିଦେଶ ମନ୍ତ୍ରଣାଳୟ | |
କାର୍ଯ୍ୟକାଳ 26 May 2014 – 30 May 2019 | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
ପୂର୍ବ ଅଧିକାରୀ | ସଲମାନ ଖୁର୍ସିଦ |
ପର ଅଧିକାରୀ | ସୁବ୍ରମଣ୍ୟମ ଜୟଶଙ୍କର |
Minister of Overseas Indian Affairs | |
କାର୍ଯ୍ୟକାଳ 26 May 2014 – 7 January 2016 | |
ପ୍ରଧାନ ମନ୍ତ୍ରୀ | Narendra Modi |
ପୂର୍ବ ଅଧିକାରୀ | Vayalar Ravi |
ପର ଅଧିକାରୀ | Position abolished |
ଲୋକ ସଭା ବିରୋଧୀ ଦଳ ନେତା | |
କାର୍ଯ୍ୟକାଳ 21 December 2009 – 26 May 2014 | |
ପୂର୍ବ ଅଧିକାରୀ | ଲାଲକୃଷ୍ଣ ଆଡ଼ଭାନୀ |
ପର ଅଧିକାରୀ | Vacant |
Minister of Parliamentary Affairs | |
କାର୍ଯ୍ୟକାଳ 29 January 2003 – 22 May 2004 | |
ପ୍ରଧାନ ମନ୍ତ୍ରୀ | Atal Bihari Vajpayee |
ପୂର୍ବ ଅଧିକାରୀ | Pramod Mahajan |
ପର ଅଧିକାରୀ | Ghulam Nabi Azad |
Minister of Health and Family Welfare | |
କାର୍ଯ୍ୟକାଳ 29 January 2003 – 22 May 2004 | |
ପ୍ରଧାନ ମନ୍ତ୍ରୀ | Atal Bihari Vajpayee |
ପୂର୍ବ ଅଧିକାରୀ | C. P. Thakur |
ପର ଅଧିକାରୀ | Anbumani Ramadoss |
Minister of Information and Broadcasting | |
କାର୍ଯ୍ୟକାଳ 30 September 2000 – 29 January 2003 | |
ପ୍ରଧାନ ମନ୍ତ୍ରୀ | Atal Bihari Vajpayee |
ପୂର୍ବ ଅଧିକାରୀ | Arun Jaitley |
ପର ଅଧିକାରୀ | Ravi Shankar Prasad |
5th Chief Minister of Delhi | |
କାର୍ଯ୍ୟକାଳ 13 October 1998 – 3 December 1998 | |
ଉପ ରାଜ୍ୟପାଳ | Vijai Kapoor |
ପୂର୍ବ ଅଧିକାରୀ | Sahib Singh Verma |
ପର ଅଧିକାରୀ | Sheila Dikshit |
Member of Parliament, Lok Sabha | |
କାର୍ଯ୍ୟକାଳ 13 May 2009 – 24 May 2019 | |
ପୂର୍ବ ଅଧିକାରୀ | Rampal Singh |
ପର ଅଧିକାରୀ | Ramakant Bhargava |
ନିର୍ବାଚନ ମଣ୍ଡଳୀ | Vidisha |
କାର୍ଯ୍ୟକାଳ 7 May 1996 – 3 October 1999 | |
ପୂର୍ବ ଅଧିକାରୀ | Madan Lal Khurana |
ପର ଅଧିକାରୀ | Vijay Kumar Malhotra |
ନିର୍ବାଚନ ମଣ୍ଡଳୀ | South Delhi |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Sushma Sharma ୧୪ ଫେବୃଆରୀ ୧୯୫୨
Ambala Cantonment, Punjab, India (now in Haryana, India) |
ମୃତ୍ୟୁ | ୬ ଅଗଷ୍ଟ ୨୦୧୯[୨] New Delhi, Delhi, India | (ବୟସ ୬୭)
ରାଜନୀତିକ ଦଳ | ଭାରତୀୟ ଜନତା ଦଳ |
ଜୀବନ ସାଥୀ | |
ସନ୍ତାନ | 1 |
ଶିକ୍ଷାନୁଷ୍ଠାନ | Sanatan Dharma College Panjab University |
ପେଷା |
ବାଲ୍ୟ ଜୀବନ
ସମ୍ପାଦନା୧୯୫୨ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ(ସୁଷମା ଶର୍ମା)ହରିୟାଣାସ୍ଥିତ ଅମ୍ବାଲା କାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋରସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଦା ଥିଲେ। ସେ ଅମ୍ବାଲାସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତିକବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।
ମୃତ୍ୟ
ସମ୍ପାଦନା୨୦୧୯ ମସିହା ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ସ୍ୱରାଜ ହୃଦଘାତରେ ପିଡ଼ୀତା ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଓ ପରେ ସେଠାରେ ମୃତ୍ୟୁବରଣ କରିଥିଲେ । [୩][୪]
- ↑ "Lok Sabha Members Bioprofile Sushma Swaraj". Lok Sabha. Retrieved 7 August 2019.
- ↑ "Former External Affairs Minister Sushma Swaraj passes away". The Economic Times. 6 August 2019. Retrieved 6 August 2019.
- ↑ "Sushma Swaraj, Former Foreign Minister and BJP Stalwart, Passes Away at 67 from cardiac arrest.| LIVE". News18. 6 August 2019. Retrieved 6 August 2019.
- ↑ "Sushma Swaraj passes away at 67". India Today (in ଇଂରାଜୀ). 6 August 2019. Retrieved 6 August 2019.