ଶେଓହାର
ଭାରତରେ ଗ୍ରାମ
(Sheoharରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Sheohar | |
---|---|
City | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Sheohar |
Elevation | 53 m (174 ft) |
Time zone | UTC+5:30 (IST) |
Lok Sabha constituency | Sheohar |
Vidhan Sabha constituency | Sheohar |
Website | wwwsheohar |
ଶେଓହାର ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ଶେଓହର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ଶେଓହାର ୨୬.୫୧୩୯ ଉତ୍ତର ଅକ୍ଷାଂଶ ଓ ୮୫.୨୯୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୭ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେଓହାର ସହରର ମୋଟ ଜନସଂଖ୍ୟା ୨୧୩୨୭ ଅଟେ ।[୩] ସେଥି ମଧ୍ୟରୁ ୫୩.୨୪% ଜଣ ପରୁଷ ହୋଇଥିବା ବେଳେ ୪୬.୭୬% ଜଣ ନାରୀ ଅଟନ୍ତି । ଶେଓହାରର ସାକ୍ଷରତା ହାର ୩୫.୦୦% ଅଟେ । ଏହା ଜାତୀୟ ହାରଠାରୁ ୨୯.୮୪% ପ୍ରତିଶତ କମ ଅଟେ । ସେଥିରୁ ୨୩.୪୧% ପ୍ରତିଶତ ପୁରୁଷ ଓ ୧୧.୫୯% ନାରୀ ଅଟନ୍ତି । ୨୦.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା ସମ୍ପାଦନା
ହିନ୍ଦୀ ଶେଓହାରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.