ଶାମଳି
(Shamliରୁ ଲେଉଟି ଆସିଛି)
ଶାମଳି ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ମୁଜffଅର୍ନଗର ଜିଲ୍ଲାରେ ଅବସ୍ଥିତ ।
Shamli
Shyamli شاملی , ਸ਼ਾਮਲੀ | |
---|---|
City | |
Country | India |
State | Uttar Pradesh |
District | Shamli |
Government | |
• Body | Municipality |
Elevation | 248 m (814 ft) |
Population (2011) | |
• Total | ୧,୦୭,୨୩୩ |
Languages | |
• Official | Hindi, Urdu |
• Other/s | Punjabi |
Time zone | UTC+5:30 (IST) |
PIN | 247776 |
Telephone code | 01398 |
ଯାନବାହାନ ପଞ୍ଚୀକରଣ | UP 19 |
Sex ratio | 1000:928 ♂/♀ |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାଶାମଳି ୨୯.୪୪୯୩ ଉତ୍ତର ଅକ୍ଷାଂଶ ଓ ୭୭.୩୧୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାମଳି ସହରର ମୋଟ ଜନସଂଖ୍ୟା ୮୯୮୬୧ ଅଟେ ।[୨] ସେଥି ମଧ୍ୟରୁ ୫୩.୫୬% ଜଣ ପରୁଷ ହୋଇଥିବା ବେଳେ ୪୬.୪୪% ଜଣ ନାରୀ ଅଟନ୍ତି । ଶାମଳିର ସାକ୍ଷରତା ହାର ୬୪.୧୬% ଅଟେ । ଏହା ଜାତୀୟ ହାରଠାରୁ ୦.୬୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୫୨% ପ୍ରତିଶତ ପୁରୁଷ ଓ ୨୬.୬୪% ନାରୀ ଅଟନ୍ତି । ୧୪.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ଶାମଳିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.