ସାଫିଦୋନ
(Safidonରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
safidon | |
---|---|
city | |
Country | India |
State | Haryana |
District | Jind |
Elevation | 221 m (725 ft) |
Population (2001) | |
• Total | ୨୭,୫୪୨ |
Languages | |
• Official | Hindi |
Time zone | UTC+5:30 (IST) |
PIN | 126112 |
Telephone code | 1686 |
ଯାନବାହାନ ପଞ୍ଚୀକରଣ | HR-33 |
Website | www |
ସାଫିଦୋନ ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ଜିନ୍ଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ସାଫିଦୋନ ୨୯.୪୦୬୦ ଉତ୍ତର ଅକ୍ଷାଂଶ ଓ ୭୬.୬୭୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଫିଦୋନ ସହରର ମୋଟ ଜନସଂଖ୍ୟା ୨୭୫୪୨ ଅଟେ ।[୨] ସେଥି ମଧ୍ୟରୁ ୫୩.୭୩% ଜଣ ପରୁଷ ହୋଇଥିବା ବେଳେ ୪୬.୨୭% ଜଣ ନାରୀ ଅଟନ୍ତି । ସାଫିଦୋନର ସାକ୍ଷରତା ହାର ୬୫.୨୭% ଅଟେ । ଏହା ଜାତୀୟ ହାରଠାରୁ -୦.୪୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୨୮% ପ୍ରତିଶତ ପୁରୁଷ ଓ ୨୬.୯୯% ନାରୀ ଅଟନ୍ତି । ୧୪.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ସାଫିଦୋନର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.