ରିଲୁଜୋଲ
ରିଲୁଜୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରିଲୁଟେକ, ଏକ ଔଷଧ ଯାହା ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଭେଣ୍ଟିଲେଟର କିମ୍ବା ଟ୍ରାକିଓଷ୍ଟୋମିର ଆବଶ୍ୟକତାକୁ ବିଳମ୍ବିତ କରିଥାଏ ଏବଂ ଦୁଇରୁ ତିନି ମାସ ଅଧିକ ବଞ୍ଚିବାରେ ସାହାଯ୍ୟ କରିଥାଏ ।[୩] ଏହା ଟାବଲେଟ୍ କିମ୍ବା ତରଳ ଭାବରେ ପାଟିରେ ଦିଆଯାଏ ।[୪]
Clinical data | |
---|---|
Trade names | Rilutek, Tiglutik, Exservan, others |
AHFS/Drugs.com | monograph |
MedlinePlus | a696013 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 60±18%[୧] |
Protein binding | 97%[୧] |
Metabolism | Liver (CYP1A2)[୧] |
Elimination half-life | 9–15 hours[୧] |
Excretion | Urine (90%)[୧] |
Identifiers | |
| |
ECHA InfoCard | 100.124.754 |
Chemical and physical data | |
Formula | C8H5F3N2OS |
Molar mass | ୨୩୪.୨0 g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୁର୍ବଳତା ଏବଂ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ ଏବଂ ନିମ୍ନ ରକ୍ତ ନିଉଟ୍ରୋଫିଲ୍ ସ୍ତର ହୋଇପାରେ ।[୨] ଏହା କିପରି କାମ କରେ ତାହା ଅସ୍ପଷ୍ଟ, କିନ୍ତୁ ସ୍ନାୟୁ ପ୍ରଣାଳୀରେ ଗ୍ଲୁଟାମେଟ୍ ହ୍ରାସ ହେତୁ ହୋଇପାରେ ।[୫]
୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୬ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ରିଲୁଜୋଲ ଅନୁମୋଦିତ ହୋଇଥିଲା ।[୨] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୩ ପାଉଣ୍ଡ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୩ ଡଲାର ଅଟେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "PRODUCT INFORMATION RILUTEK® (riluzole) Tablets" (PDF). TGA eBusiness Services. sanofi-aventis australia pty ltd. January 6, 2009. Archived from the original on March 17, 2018. Retrieved February 18, 2014.
- ↑ ୨.୦ ୨.୧ ୨.୨ "Riluzole Monograph for Professionals". Drugs.com (in ଇଂରାଜୀ). Archived from the original on August 10, 2020. Retrieved 17 October 2021.
- ↑ Miller, RG; Mitchell, JD; Moore, DH (March 14, 2012). "Riluzole for amyotrophic lateral sclerosis (ALS)/motor neuron disease (MND)". The Cochrane Database of Systematic Reviews. 3 (3): CD001447. doi:10.1002/14651858.CD001447.pub3. PMC 7055506. PMID 22419278.
- ↑ ୪.୦ ୪.୧ ୪.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1186. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୫.୦ ୫.୧ ୫.୨ "Rilutek". Archived from the original on December 27, 2020. Retrieved 17 October 2021.
- ↑ "Riluzole Prices and Riluzole Coupons - GoodRx". GoodRx. Retrieved 17 October 2021.