ଭାରତୀୟ ରିଜର୍ଭ ବ୍ୟାଙ୍କ

(Reserve Bank of Indiaରୁ ଲେଉଟି ଆସିଛି)

ଏହା ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା ଅଟେ । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ ଅନୁଯାୟୀ ନୂଆ ମୁଦ୍ରା ଛପାଇ ବଜାରକୁ ଛାଡିଥାଏ । ଏହା ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ଅନ୍ତର୍ଜାତୀୟ ବ୍ୟାଙ୍କମାନଙ୍କ ପାଇଁ ନିୟମ ପ୍ରଣୟନ କରିଥାଏ ।

ଭାରତୀୟ ରିଜର୍ଭ ବ୍ୟାଙ୍କ
ଭାରତୀୟ ରିଜର୍ଭ ବ୍ୟାଙ୍କ
Headquartersଶହୀଦ ଭଗତ ସିଂହ ମାର୍ଗ ମୁମ୍ବାଇ, ମହାରାଷ୍ଟ୍ର
Coordinates18°55′58″N 72°50′13″E / 18.932679°N 72.836933°E / 18.932679; 72.836933
Establishedଅପ୍ରେଲ 1, 1935 (88 years ago) (1935-୦୪-01)
ଗଭର୍ଣ୍ଣରରଘୁରାମ ରାଜନ
Currencyଭାରତୀୟ ମୁଦ୍ରା
ReservesUS$311.86 billion [୧]
Bank rate9.00% [୨]
Interest on reserves4.00%(market determined)[୩]
Websitewww.rbi.org.in/

ଇତିହାସ ସମ୍ପାଦନା

ଆଧାର ସମ୍ପାଦନା

  1. Reserve Bank of India. Rbi.org.in (2005-02-07). Retrieved on 2014-05-21.
  2. Reserve Bank of India - India's Central Bank. Rbi.org.in. Retrieved on 2014-05-21.
  3. as on May 9th 2014

ବାହାର ତଥ୍ୟ ସମ୍ପାଦନା