ରାହୁରି
(Rahuriରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Rahuri | |
---|---|
city | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Ahmednagar |
Elevation | 511 m (1,677 ft) |
Population (2001) | |
• Total | ୩୪,୪୬୫ |
ଭାଷା | |
• ସରକାରୀ | Marathi |
Time zone | UTC+5:30 (IST) |
ରାହୁରି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆହ୍ମଦ୍ନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ରାହୁରି ୧୯.୩୯୦୭ ଉତ୍ତର ଅକ୍ଷାଂଶ ଓ ୭୪.୬୪୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାହୁରି ସହରର ମୋଟ ଜନସଂଖ୍ୟା ୩୪୪୬୫ ଅଟେ ।[୨] ସେଥି ମଧ୍ୟରୁ ୫୧.୭୯% ଜଣ ପରୁଷ ହୋଇଥିବା ବେଳେ ୪୮.୨୧% ଜଣ ନାରୀ ଅଟନ୍ତି । ରାହୁରିର ସାକ୍ଷରତା ହାର ୭୦.୨୦% ଅଟେ । ଏହା ଜାତୀୟ ହାରଠାରୁ ୫.୩୬% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୪% ପ୍ରତିଶତ ପୁରୁଷ ଓ ୩୦.୪୬% ନାରୀ ଅଟନ୍ତି । ୧୨.୭୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ମରାଠୀ ରାହୁରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.