କ୍ୱିନିଡାଇନ
କ୍ୱିନିଡାଇନ ହେଉଛି ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ମ୍ୟାଲେରିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଜୀବନ ପ୍ରତି ବିପଦ ନ ଥିବା ଆରିଥମିଆରେ ଔଷଧ ଦେଲେ ମୃତ୍ୟୁ ଆଶଙ୍କା ବଢ଼ିଯାଏ ।[୧] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୧]
Clinical data | |
---|---|
Trade names | Quinaglute, Quinidex |
Other names | (2-Ethenyl-4-azabicyclo[2.2.2]oct-5-yl)-(6-methoxyquinolin-4-yl)-methanol |
AHFS/Drugs.com | Monograph |
Pregnancy category |
|
Routes of </nowiki> </nowiki>administration |
By mouth, intravenous |
Drug class | class I antiarrhythmic agent (Ia) |
Legal status | |
Legal status |
|
Pharmacokinetic data | |
Bioavailability | 70–85% |
Metabolism | 50–90% (by liver) |
Elimination half-life</nowiki> | 6–8 hours |
Excretion | By the liver (20% as unchanged quinidine via urine) |
Identifiers | |
IUPAC name
| |
Chemical and physical data | |
Formula | C20H24N2O2 |
Molar mass | 324.424 g·mol−1 |
3D model (JSmol) | |
SMILES
| |
InChI
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଭାଡ଼ା, ଅଇ ଓ ମୁଣ୍ଡ ହାଲୁକା ଲାଗେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ଲମ୍ବା ହୋଇଯାଏ ଓ ଆଲର୍ଜି ହୋଇପାରେ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ବିପଦମୁକ୍ତ ମନେହୁଏ ।[୨] ଏହା ଏକ ପ୍ରଥମ ଶ୍ରେଣୀର ଆଣ୍ଟିଆରିଦମିକ ଔଷଧ ଯାହା ହୃତ୍ପିଣ୍ଡରେ ବୈଦୁତିକ ଗତି ହାର କମ କରିଦିଏ ।
ଯୁକ୍ତରାଷ୍ଟ୍ରରେ ଏହି ଔଷଧ ୧୯୫୦ ମସିହାରେ ଡାକ୍ତରୀ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା । ୨୦୧୯ ସୁଦ୍ଧା ଯୁକ୍ତରାଷ୍ଟ୍ର ଓ ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ହୋଇ ନାହିଁ ।[୩][୪] ପ୍ରଥମେ ସିଙ୍କୋନା ବୃକ୍ଷର ଛାଲିରୁ ତିଆରି ହୋଇଥିବା ଏହି ଔଷଧ ହେଉଛି କୁଇନାଇନର ଏକ ସ୍ଟେରିଓଆଇସୋମର ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "QuiNIDine Monograph for Professionals". Drugs.com. Archived from the original on 3 June 2021. Retrieved 20 October 2021.
- ↑ "Quinidine Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 20 October 2021.
- ↑ "CDC: Artesunate Now First-Line Treatment for Severe Malaria in the United States | CDC Online Newsroom | CDC". www.cdc.gov (in ଆମେରିକୀୟ ଇଂରାଜୀ). 28 March 2019. Archived from the original on 1 April 2019. Retrieved 6 April 2019.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1070. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Drug Information Portal - U.S. National Library of Medicine - Quick Access to Quality Drug Information". druginfo.nlm.nih.gov (in ଇଂରାଜୀ). Archived from the original on 16 July 2021. Retrieved 20 October 2021.