ପୁଲିୟାଁକୁଡ଼ି
(Puliyankudiରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
puliangudi(
Lemon Town ) | |
---|---|
Country | India |
State | Tamil Nadu |
District | Tirunelveli |
Named for | Lemon Town |
Government | |
• Type | Second Grade Municipality |
• Body | Puliangudi Municipality |
• Rank | 1 |
Population (2001) | |
• Total | ୭୬,୦୦୦ |
Languages | |
• Official | Tamil |
Time zone | UTC+5:30 (IST) |
Telephone code | 4636 (Sankarankovil Telephone Code) |
ଯାନବାହାନ ପଞ୍ଚୀକରଣ | TN-79 |
ପୁଲିୟାଁକୁଡ଼ି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର ତିରୁନେଲ୍ୱେଲି ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁଲିୟାଁକୁଡ଼ି ସହରର ମୋଟ ଜନସଂଖ୍ୟା ୬୦୧୪୨ ଅଟେ ।[୧] ସେଥି ମଧ୍ୟରୁ ୫୦.୦୫% ଜଣ ପରୁଷ ହୋଇଥିବା ବେଳେ ୪୯.୯୫% ଜଣ ନାରୀ ଅଟନ୍ତି । ପୁଲିୟାଁକୁଡ଼ିର ସାକ୍ଷରତା ହାର ୬୩.୭୨% ଅଟେ । ଏହା ଜାତୀୟ ହାରଠାରୁ ୧.୧୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୭୧% ପ୍ରତିଶତ ପୁରୁଷ ଓ ୨୭.୦୦% ନାରୀ ଅଟନ୍ତି । ୧୧.୪୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା ସମ୍ପାଦନା
ତାମିଲ ପୁଲିୟାଁକୁଡ଼ିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.