ପୋର୍ସା
ମଧ୍ଯପ୍ରଦେଶ ରାଜ୍ୟର ଏକ ସହର, ଭାରତ
(Porsaରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Porsa | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Morena |
Elevation | 1,054 m (3,458 ft) |
Population (2010) | |
• Total | ୩୭,୮୨୪ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ପୋର୍ସା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ମୋରେନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ପୋର୍ସା ୨୬.୬୭୩୨ ଉତ୍ତର ଅକ୍ଷାଂଶ ଓ ୭୮.୩୭୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋର୍ସା ସହରର ମୋଟ ଜନସଂଖ୍ୟା ୩୩୦୯୭ ଅଟେ ।[୨] ସେଥି ମଧ୍ୟରୁ ୫୩.୮୨% ଜଣ ପରୁଷ ହୋଇଥିବା ବେଳେ ୪୬.୧୮% ଜଣ ନାରୀ ଅଟନ୍ତି । ପୋର୍ସାର ସାକ୍ଷରତା ହାର ୬୬.୩୫% ଅଟେ । ଏହା ଜାତୀୟ ହାରଠାରୁ ୧.୫୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୬୨% ପ୍ରତିଶତ ପୁରୁଷ ଓ ୨୫.୭୩% ନାରୀ ଅଟନ୍ତି । ୧୬.୫୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ପୋର୍ସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.