ପେରନାମପାଟ୍ଟୁ
(Pernampattuରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Pernampattu | |
---|---|
Town | |
ଦେଶ | India |
ରାଜ୍ୟ | Tamil Nadu |
ଜିଲ୍ଲା | Vellore |
Government | |
• Type | Second Grade Municipality |
• Body | Pernampattu Municipality |
Population (2011)[୧] | |
• Total | ୫୧,୨୭୧ |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | TN-23 |
ପେରନାମପାଟ୍ଟୁ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ବେଲ୍ଲୋରେ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେରନାମପାଟ୍ଟୁ ସହରର ମୋଟ ଜନସଂଖ୍ୟା ୪୧୩୨୩ ଅଟେ ।[୨] ସେଥି ମଧ୍ୟରୁ ୪୯.୬୮% ଜଣ ପରୁଷ ହୋଇଥିବା ବେଳେ ୫୦.୩୨% ଜଣ ନାରୀ ଅଟନ୍ତି । ପେରନାମପାଟ୍ଟୁର ସାକ୍ଷରତା ହାର ୫୮.୫୨% ଅଟେ । ଏହା ଜାତୀୟ ହାରଠାରୁ ୬.୩୨% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୮% ପ୍ରତିଶତ ପୁରୁଷ ଓ ୨୫.୬୪% ନାରୀ ଅଟନ୍ତି । ୧୫.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ତାମିଲ ପେରନାମପାଟ୍ଟୁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;2011census
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.