ପାଟିସିରାନ, ଅନ୍‌ପାଟ୍ରୋ ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ବଂଶାନୁକ୍ରମିକ ଟ୍ରାନ୍ସଥାଇରେଟିନ୍-ମଧ୍ୟସ୍ଥ ଆମ୍ଲଏଡୋସିସ୍ ରୋଗୀଙ୍କଠାରେ ହେଉଥିବା ପଲିନିରୋରୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ଦେଇ ଦିଆଯାଏ ।[୨]

Patisiran
Clinical data
Trade namesOnpattro
SynonymsALN-18328
AHFS/Drugs.commonograph
data
Pregnancy
category
  • US: N (Not classified yet)
Routes of
administration
Intravenous
Legal status
Legal status
Chemical and physical data
FormulaC412H520N148O290P40
Molar mass୧୩,୪୨୪.୩୯ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଅଣନିଶ୍ୱାସ, ମାଂସପେଶୀ ସ୍ପାଜ୍ମ, ଗଣ୍ଠି ଯନ୍ତ୍ରଣା, ଲାଲ ରଙ୍ଗ ଏବଂ ମୁଣ୍ଡ ବୁଲାଇବା ହୋପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବସାର କ ଅଭାବ ହୋପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ; ଯଦିଓ ଅନ୍ୟ ପ୍ରାଣୀମାନଙ୍କଠାରେ କ୍ଷତି ଦେଖାଏ । [୧] ଏହା ଆରଏନଏର (RNA) ଏକ ଛୋଟ ଖଣ୍ଡ ଯାହା ଅସ୍ୱାଭାବିକ ଟ୍ରାନ୍ସଥାଇରେଟିନ ଉତ୍ପାଦନକୁ ଅବରୋଧ କରିଥାଏ ।[୩]

୨୦୧୮ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ପାଟିସିରାନ ଅନୁମୋଦିତ ହୋଇଥିଲା ।[୩] [୧] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୧୦ ମିଗ୍ରାର ଏକ ଭାଏଲର ମୂଲ୍ୟ ପ୍ରାୟ ୭୭୦୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Patisiran Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 26 October 2021. ଆଧାର ଭୁଲ: Invalid <ref> tag; name "AHFS2021" defined multiple times with different content
  2. ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1109. ISBN 978-0857114105. ଆଧାର ଭୁଲ: Invalid <ref> tag; name "BNF81" defined multiple times with different content
  3. ୩.୦ ୩.୧ "Onpattro". Archived from the original on 8 November 2020. Retrieved 26 October 2021. ଆଧାର ଭୁଲ: Invalid <ref> tag; name "EPAR2021" defined multiple times with different content
  4. "Onpattro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 June 2021. Retrieved 26 October 2021.