ନେଲ୍ଲିକୁପମ
(Nellikuppamରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Nellikuppam | |
---|---|
Town | |
Nickname: nellii | |
ଦେଶ | India |
ରାଜ୍ୟ | Tamil Nadu |
ଜିଲ୍ଲା | Cuddalore |
Government | |
• Type | Second Grade Municipality |
• Body | Nellikuppam Municipality |
Population (2011) | |
• Total | ୪୬,୬୭୮ |
ଭାଷା | |
• ସରକାରୀ | Tamil |
Time zone | UTC+5:30 (IST) |
PIN | 607105 |
ନେଲ୍ଲିକୁପମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର କୁଦ୍ଦଲୋରେ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନେଲ୍ଲିକୁପମ ସହରର ମୋଟ ଜନସଂଖ୍ୟା ୪୪୧୯୧ ଅଟେ ।[୧] ସେଥି ମଧ୍ୟରୁ ୫୦.୧୬% ଜଣ ପରୁଷ ହୋଇଥିବା ବେଳେ ୪୯.୮୪% ଜଣ ନାରୀ ଅଟନ୍ତି । ନେଲ୍ଲିକୁପମର ସାକ୍ଷରତା ହାର ୬୮.୭୩% ଅଟେ । ଏହା ଜାତୀୟ ହାରଠାରୁ ୩.୮୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୧୪% ପ୍ରତିଶତ ପୁରୁଷ ଓ ୩୦.୫୯% ନାରୀ ଅଟନ୍ତି । ୧୧.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା ସମ୍ପାଦନା
ତାମିଲ ନେଲ୍ଲିକୁପମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.