ନାନ୍ଦେଡ୍-ୱାଘାଲା
(Nanded-Waghalaରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Nanded-Waghala | |
---|---|
city | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Nanded |
Population (2001) | |
• Total | ୪,୩୦,୫୯୮ |
ଭାଷା | |
• ସରକାରୀ | Marathi |
Time zone | UTC+5:30 (IST) |
ନାନ୍ଦେଡ୍-ୱାଘାଲା ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ନନ୍ଦେଦ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନ୍ଦେଡ୍-ୱାଘାଲା ସହରର ମୋଟ ଜନସଂଖ୍ୟା ୪୩୦୫୯୮ ଅଟେ ।[୧] ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ନାନ୍ଦେଡ୍-ୱାଘାଲାର ସାକ୍ଷରତା ହାର ୬୯.୮୭% ଅଟେ । ଏହା ଜାତୀୟ ହାରଠାରୁ ୫.୦୩% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୩% ପ୍ରତିଶତ ପୁରୁଷ ଓ ୩୦.୦୪% ନାରୀ ଅଟନ୍ତି । ୧୪.୯୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା ସମ୍ପାଦନା
ମରାଠୀ ନାନ୍ଦେଡ୍-ୱାଘାଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.