ନାଗଡ଼ା
(Nagdaରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Nagda
नागदा Nagda jn | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Ujjain |
Area | |
• ସମୁଦାୟ | 120 km2 (50 sq mi) |
Elevation | 529 m (1,736 ft) |
Population (2001) | |
• Total | ୧,୧୬,୫୨୫ |
• Density | 80/km2 (200/sq mi) |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 456331-5 |
Website | www |
ନାଗଡ଼ା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଉଜ୍ଜଇନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ନାଗଡ଼ା ୨୫.୬୯୪୧ ଉତ୍ତର ଅକ୍ଷାଂଶ ଓ ୭୬.୬୫୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗଡ଼ା ସହରର ମୋଟ ଜନସଂଖ୍ୟା ୯୬୫୨୫ ଅଟେ ।[୨] ସେଥି ମଧ୍ୟରୁ ୫୨.୧୨% ଜଣ ପରୁଷ ହୋଇଥିବା ବେଳେ ୪୭.୮୮% ଜଣ ନାରୀ ଅଟନ୍ତି । ନାଗଡ଼ାର ସାକ୍ଷରତା ହାର ୬୯.୧୭% ଅଟେ । ଏହା ଜାତୀୟ ହାରଠାରୁ ୪.୩୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୦% ପ୍ରତିଶତ ପୁରୁଷ ଓ ୨୮.୮୭% ନାରୀ ଅଟନ୍ତି । ୧୩.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ନାଗଡ଼ାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.