ମୁକେରିଆନ୍

(Mukerianରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mukerian
MKN, MEX
city
Country India
StatePunjab
DistrictHoshiarpur
Population
 (2011)[୧]
 • Total୨୯,୮୪୧
Time zoneUTC+5:30 (IST)
PIN
144211
Telephone code+01883
ଯାନବାହାନ ପଞ୍ଚୀକରଣPB54


ମୁକେରିଆନ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ହୋଶିଅର୍ପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ମୁକେରିଆନ୍ ୩୧.୯୫୧୦ ଉତ୍ତର ଅକ୍ଷାଂଶ ଓ ୭୫.୬୧୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁକେରିଆନ୍ ସହରର ମୋଟ ଜନସଂଖ୍ୟା ୨୧୩୭୯ ଅଟେ ।[୩] ସେଥି ମଧ୍ୟରୁ ୫୨.୩୦% ଜଣ ପରୁଷ ହୋଇଥିବା ବେଳେ ୪୭.୭୦% ଜଣ ନାରୀ ଅଟନ୍ତି । ମୁକେରିଆନ୍ର ସାକ୍ଷରତା ହାର ୭୭.୨୭% ଅଟେ । ଏହା ଜାତୀୟ ହାରଠାରୁ -୧୨.୪୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୪% ପ୍ରତିଶତ ପୁରୁଷ ଓ ୩୫.୩୩% ନାରୀ ଅଟନ୍ତି । ୧୦.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ପଞ୍ଜାବୀ ମୁକେରିଆନ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା