ମେର୍ତା ସିଟି
(Merta Cityରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Merta City | |
---|---|
town | |
ଦେଶ | India |
ଜିଲ୍ଲା | Nagaur |
Elevation | 312 m (1,024 ft) |
Population (2001) | |
• Total | ୪୦,୨୨୧ |
ଭାଷା | |
Time zone | UTC+5:30 (IST) |
PIN | 341510 |
ମେର୍ତା ସିଟି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ନଗଉର୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମେର୍ତା ସିଟି ସହରର ମୋଟ ଜନସଂଖ୍ୟା ୪୦୨୨୧ ଅଟେ ।[୧] ସେଥି ମଧ୍ୟରୁ ୫୨.୬୫% ଜଣ ପରୁଷ ହୋଇଥିବା ବେଳେ ୪୭.୩୫% ଜଣ ନାରୀ ଅଟନ୍ତି । ମେର୍ତା ସିଟିର ସାକ୍ଷରତା ହାର ୬୦.୨୪% ଅଟେ । ଏହା ଜାତୀୟ ହାରଠାରୁ ୪.୬୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୭୪% ପ୍ରତିଶତ ପୁରୁଷ ଓ ୨୨.୫୦% ନାରୀ ଅଟନ୍ତି । ୧୬.୩୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା ସମ୍ପାଦନା
ହିନ୍ଦୀ ମେର୍ତା ସିଟିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.