ମେକ୍ଲିଜିନ
ମେକ୍ଲିଜିନ (ଇଂରାଜୀ ଭାଷାରେ Meclizine, ଏକ ବିକ୍ରୟ ନାମ ବୋନାମିନ/ Bonamine) ଏକ ଆଣ୍ଟିହିସ୍ଟାମିନ (antihistamine) ଔଷଧ ଯାହା ମୋସନ ସିକନେସ (motion sickness) ଓ ମୁଣ୍ଡବୁଲା (feeling like the world is spinning) ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଗୋଟିଏ ଦିନ ରହେ ।[୧]
Clinical data | |
---|---|
Trade names | Bonamine, Antivert, others |
Synonyms | Meclozine |
AHFS/Drugs.com | monograph |
MedlinePlus | a682548 |
Pregnancy category |
|
Routes of administration | By mouth, under the tongue, in the cheek |
ATC code | |
Legal status | |
Legal status | |
Pharmacokinetic data | |
Metabolism | Liver |
Elimination half-life | 6 hours |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEMBL | |
ECHA InfoCard | 100.008.477 |
Chemical and physical data | |
Formula | C25H27ClN2 |
Molar mass | 390.948 g/mol |
3D model (JSmol) | |
Boiling point | 230 °C (446 °F) |
| |
| |
(what is this?) (verify) |
ମେକ୍ଲିଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଓ ଶୁଷ୍କ ପାଟି ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜିକ ରିଆକସନ (allergic reactions) ହୋଇପାରେ ।[୧] ଗର୍ଭାବସ୍ଥାରେ ନିରାପଦ ମନେହେଉଥିଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୨] ଆଂଶିକ ଭାବରେ ଏହା ଆଣ୍ଟିକଲିନର୍ଜିକ (anticholinergic) ଓ ଆଣ୍ଟିହିସ୍ଟାମିନ (antihistamine) ଭାବରେ କାମକରେ ।[୧]
ମେକ୍ଲିଜିନ ସନ ୧୯୫୧ରେ ପେଟେଣ୍ଟ ହେବା ପରେ ସନ ୧୯୫୩ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୧][୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୩ ଆମେରିକୀୟ ଡଲାର ।[୫] ଅଷ୍ଟ୍ରେଲିଆରେ ଏହା ମିଳେନାହିଁ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୩ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୬୨ତମ ସ୍ଥାନରେ ଥିଲା ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Meclizine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
- ↑ "Meclizine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 547. ISBN 9783527607495.
- ↑ Cappa, M.; Cianfarani, S.; Ghizzoni, L.; Loche, S.; Maghnie, M. (2015). Advanced Therapies in Pediatric Endocrinology and Diabetology: Workshop, Rome, October 2014 (in ଇଂରାଜୀ). Karger Medical and Scientific Publishers. p. 101. ISBN 9783318056372.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ McKenzie, Gayle; Broyles, Bonita; Evans, Mary E.; Page, Rachel; Pleunik, Sussan; Reiss, Barry S. (2016). Pharmacology in Nursing: Australian and New Zealand Edition with Student Resource Access 12 Months (in ଇଂରାଜୀ). Cengage AU. p. 569. ISBN 9780170362030.
- ↑ "The Top 300 of 2019". clincalc.com. Retrieved 22 December 2018.