ମାଣସା
(Mansaରୁ ଲେଉଟି ଆସିଛି)
ମାଣସା ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ମନ୍ସ ଜିଲ୍ଲାରେ ଅବସ୍ଥିତ ।
Mansa | |
---|---|
city | |
ଦେଶ | India |
ରାଜ୍ୟ | Gujarat |
ଜିଲ୍ଲା | Gandhinagar |
Elevation | 94 m (308 ft) |
Population (2001) | |
• Total | ୩୦,୩୪୭ |
ଭାଷା | |
• ସରକାରୀ | Gujarati, Hindi |
Time zone | UTC+5:30 (IST) |
PIN |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାଣସା ୨୯.୯୮୮୪ ଉତ୍ତର ଅକ୍ଷାଂଶ ଓ ୭୫.୪୦୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଣସା ସହରର ମୋଟ ଜନସଂଖ୍ୟା ୧୪୮୮୨ ଅଟେ ।[୨] ସେଥି ମଧ୍ୟରୁ ୫୩.୦୮% ଜଣ ପରୁଷ ହୋଇଥିବା ବେଳେ ୪୬.୯୨% ଜଣ ନାରୀ ଅଟନ୍ତି । ମାଣସାର ସାକ୍ଷରତା ହାର ୫୬.୦୭% ଅଟେ । ଏହା ଜାତୀୟ ହାରଠାରୁ ୮.୭୭% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୨% ପ୍ରତିଶତ ପୁରୁଷ ଓ ୨୩.୨୪% ନାରୀ ଅଟନ୍ତି । ୧୪.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାପଞ୍ଜାବୀ ମାଣସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.