ମାଲ୍‌ପୁରା

(Malpuraରୁ ଲେଉଟି ଆସିଛି)

ମାଲ୍‌ପୁରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ତୋଙ୍କ୍ ଜିଲ୍ଲାରେ ଅବସ୍ଥିତ ।

Malpura
Maldev
city
ଦେଶ India
ରାଜ୍ୟRajasthan
ଜିଲ୍ଲାTonk
Elevation
332 m (1,089 ft)
Population
 (2001)
 • Total୨୭,୨୪୨
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
304502 304502

ଭୌଗଳିକ ଅବସ୍ଥିତି

ସମ୍ପାଦନା

ମାଲ୍‌ପୁରା ୨୬.୨୮୮୦ ଉତ୍ତର ଅକ୍ଷାଂଶ ଓ ୭୫.୩୭୫୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୭୨ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଲ୍‌ପୁରା ସହରର ମୋଟ ଜନସଂଖ୍ୟା ୨୭୨୪୨ ଅଟେ ।[] ସେଥି ମଧ୍ୟରୁ ୫୧.୬୦% ଜଣ ପରୁଷ ହୋଇଥିବା ବେଳେ ୪୮.୪୦% ଜଣ ନାରୀ ଅଟନ୍ତି । ମାଲ୍‌ପୁରାର ସାକ୍ଷରତା ହାର ୬୨.୧୦% ଅଟେ । ଏହା ଜାତୀୟ ହାରଠାରୁ ୨.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୬% ପ୍ରତିଶତ ପୁରୁଷ ଓ ୨୪.୪୪% ନାରୀ ଅଟନ୍ତି । ୧୬.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ମାଲ୍‌ପୁରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା