ଲୁସୁଟ୍ରୋମ୍ବୋପାଗ
ଏହା ଏକ ଔଷଧ ଯାହା କ୍ରନିକ୍ ଯକୃତ ରୋଗ ହେତୁ ରକ୍ତରେ କମ୍ ପ୍ଲାଟେଲେଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
(Lusutrombopagରୁ ଲେଉଟି ଆସିଛି)
ଲୁସୁଟ୍ରୋମ୍ବୋପାଗ, (ଇଂରାଜୀ ଭାଷାରେ Lusutrombopag), ଅନ୍ୟମାନଙ୍କ ମଧ୍ୟରେ ମଲପ୍ଲେଟା ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ଯକୃତ ରୋଗ ହେତୁ ରକ୍ତରେ କମ୍ ପ୍ଲାଟେଲେଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅସ୍ତ୍ରୋପଚାର ପୂର୍ବରୁ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Pronunciation | loo" soo trom' boe pag |
Trade names | Mulpleta, Mulpleo, Lusutrombopag Shionogi, others |
AHFS/Drugs.com | monograph |
MedlinePlus | a618043 |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C29H32Cl2N2O5S |
Molar mass | ୫୯୧.୫୪ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ହୁଏ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଯକୃତ ଶିରା ଥ୍ରୋମ୍ବୋସିସ ଏବଂ ରାସ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଏହା ଏକ ଥ୍ରୋମ୍ବୋପୋଏଟିନ ରିସେପ୍ଟର ଆଗୋନିଷ୍ଟ ଯାହା ପ୍ଲାଟେଲେଟ୍ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।[୨][୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ଲୁସୁଟ୍ରୋମ୍ବୋପାଗ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ଏକ ଚିକିତ୍ସା ପର୍ଯ୍ୟାୟରେ ପ୍ରାୟ ୮୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୯୦୦ ଡଲାର ଅଟେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Lusutrombopag Monograph for Professionals". Drugs.com (in ଇଂରାଜୀ). Archived from the original on 17 June 2020. Retrieved 24 November 2021.
- ↑ ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1080. ISBN 978-0857114105.
- ↑ ୩.୦ ୩.୧ ୩.୨ "Mulpleo EPAR". European Medicines Agency (EMA). Archived from the original on 17 June 2020. Retrieved 17 June 2020.
- ↑ "Mulpleta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 April 2021. Retrieved 24 November 2021.