ଲଭ୍ ୟୁ ପ୍ରିୟା
୨୦୨୦ ଓଡ଼ିଆ କଥାଚିତ୍ର
(Love You Priyaରୁ ଲେଉଟି ଆସିଛି)
ଲଭ୍ ୟୁ ପ୍ରିୟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟ ସେନ୍ । ଆଶୁତୋଷ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୧] ବିବେକ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଲଭ୍ ୟୁ ପ୍ରିୟା | |
---|---|
ନିର୍ଦ୍ଦେଶକ | ବିବେକ କୁମାର |
ପ୍ରଯୋଜକ | ଜୟ ସେନ୍ |
ସଂଳାପ | ଆଶୁତୋଷ ବାରିକ |
ଚିତ୍ରନାଟ୍ୟ | ବିବେକ କୁମାର |
କାହାଣୀ | ଆଶୁତୋଷ ବାରିକ |
କଳାକାର | ସୋହମ ସିଂହ ମହିମା ଦାସ ପୁଷ୍ପା ପଣ୍ଡା |
ସଙ୍ଗୀତ | ଅଶେଷ ଦାସ |
ଚିତ୍ରଗ୍ରହଣ | ଧୀରେନ ସାହୁ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨୭ ଡିସେମ୍ବର ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ସୋହମ ସିଂହ ଓ ମହିମା ଦାସ ।[୩] ପୁଷ୍ପା ପଣ୍ଡା, ପ୍ରୀତିରାଜ ଶତପଥୀ, ଗୁଡ୍ଡୁ, ରାଜା, ନିକି, ଜୀବନ ପଣ୍ଡା, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୟ
ସମ୍ପାଦନା- ସୋମହ ସିଂହ[୫]
- ମହିମା ଦାସ
- ପୁଷ୍ପା ପଣ୍ଡା
- ପ୍ରୀତିରାଜ ଶତପଥୀ
- ଗୁଡ୍ଡୁ
- ରାଜା
- ନିକି
- ଜୀବନ ପଣ୍ଡା
- ମିତା ଚକ୍ରବର୍ତ୍ତୀ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଶେଷ ଦାସ । ଆଶୁତୋଷ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଲଭ୍ ୟୁ ପ୍ରିୟା" |
ଆଧାର
ସମ୍ପାଦନା- ↑ "ଓଡ଼ିଆ ସିନେମା 'ଲଭ୍ ୟୁ ପ୍ରିୟା'କୁ ମିଳିଲା 'ୟୁ' ସେନସର୍ ପ୍ରମାଣପତ୍ର । | Kanak Lifestyle". Kanak News. Kanak Lifestyle. 17 January 2020. Archived from the original on 4 January 2022. Retrieved 4 January 2022.
- ↑ "ଲଭ୍ ୟୁ ପ୍ରିୟା". ଧରିତ୍ରୀ. 26 September 2021. Archived from the original on 4 January 2022. Retrieved 4 January 2022.
- ↑ Mohanty, Mansi (12 December 2019). "ରିଲିଜ ହୋଇଛି ପ୍ରେମ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର 'ଲଭ୍ ୟୁ ପ୍ରିୟା' । | Kanak Lifestyle". Kanak News. Kanak Lifestyle. Archived from the original on 4 January 2022. Retrieved 4 January 2022.
- ↑ ଓଝା, ଶିବଶଙ୍କର (24 February 2020). "ଏଭଳି ଓଡ଼ିଆ ସିନେମା ଆସୁଛି, ଯାହାର ଟାଇଟଲରେ ରହିଛି 'ଲଭ୍' ଶବ୍ଦ | Sambad". ସମ୍ବାଦ. sambad.in. Archived from the original on 4 January 2022. Retrieved 4 January 2022.
- ↑ "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ୟୁ ପ୍ରିୟା