ଲୋକନାଥ ମିଶ୍ର (ରାଜନେତା, ୧୯୭୯ ମୃତ୍ୟୁ)
ଓଡ଼ିଆ ରାଜନୀତିଜ୍ଞ (୧୯୭୯ ମୃତ୍ୟୁ)
(Lokanath Mishra (1979 death)ରୁ ଲେଉଟି ଆସିଛି)
ଲୋକନାଥ ମିଶ୍ର (ମୃତ୍ୟୁ: ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୂର୍ବ ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଲୋକନାଥ ମିଶ୍ର | |
---|---|
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ପୂର୍ବ ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୯୭୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ନିର୍ଦ୍ଦଳୀୟ |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ
ସମ୍ପାଦନାଲୋକନାଥ ମିଶ୍ର ସ୍ୱାଧୀନତା ପୂର୍ବରୁ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ରାଜନେତା ଭାବରେ ସ୍ୱାଧୀନତା ପୂର୍ବରୁ ହୋଇଥିବା ବିଧାନ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ।[୧]
ମୃତ୍ୟୁ
ସମ୍ପାଦନାଲୋକନାଥ ମିଶ୍ର ୧୯୭୯ ମସିହାରେ ମୃତ୍ୟବରଣ କରିଥିଲେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Late Lokanath Mishra(Raibahadur)". odishaassembly.nic.in. Odisha Assembly. Retrieved 19 December 2022.