କାତକରି ଭାଷା

ଭାରତୀୟ ଭାଷା
(Katkari languageରୁ ଲେଉଟି ଆସିଛି)

କାତକାରି ଭାଷା ଏକ ଭାରତୀୟ ଭାଷା ଅଟେ । ଏହି ଭାଷାକୁ କଥୋଡ଼ି ମଧ୍ୟ କୁହାଯାଏ । ଏହା ମରାଠୀ ସହିତ ବର୍ଗୀକୃତ ହୋଇଛି । ଏହା ବିପଦସଙ୍କୁଳ, ମାତ୍ର କିଛି ପ୍ରତିଶତ ଜାତିଗତ କଥୋଡ଼ି ଏହି ଭାଷାକୁ ବ୍ୟବହାର କରନ୍ତି । କାତକରି ଲୋକମାନେ ମୁଖ୍ୟତଃ ମହାରାଷ୍ଟ୍ରରେ ବସବାସ କରନ୍ତି ।

କାତକରି ଭାଷା
कातकरी, कथोडी
Native toଭାରତ
ଅଞ୍ଚଳମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ
ଜାତିସତ୍ତା୨୯୪,୦୦୦ କଥୋଡ଼ି (୨୦୦୭?)[]
ମାତୃଭାଷୀ
[]
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ଦକ୍ଷିଣୀ ଅଞ୍ଚଳ
        • ମରାଠୀ-କୋଙ୍କଣୀ
          • କାତକରି ଭାଷା
ଭାଷା କୋଡ୍
ISO ୬୩୯-୩kfu
ଗ୍ଲୋଟୋଲୋଗkatk1238

ବାହାର ଆଧାର

ସମ୍ପାଦନା
  • Bombay, Asiatic Society of (1905). Journal of the Asiatic Society of Bombay (in ଇଂରାଜୀ). Asiatic Society of Bombay.
  • General, India Office of the Registrar (1970). Bibliography on Scheduled Castes, Scheduled Tribes, and Selected Marginal Communities of India: A-K series.-[2]L-Z series (in ଇଂରାଜୀ).
  • Southworth, Franklin (2004-08-02). Linguistic Archaeology of South Asia (in ଇଂରାଜୀ). Routledge. ISBN 978-1-134-31777-6.
  • Journal of the Bombay Branch of the Royal Asiatic Society (in ଇଂରାଜୀ). The Branch. 1905.
  • Registrar, India Office of the; General, India Office of the Registrar (1962). Census of India, 1961: India (in ଇଂରାଜୀ). Manager of Publications.