ଫ୍ଲୁଟିକାସୋନ ପ୍ରୋପିଓନେଟ

ଯୌଗିକ ରାସାୟନିକ ପଦାର୍ଥ
(Fluticasone propionateରୁ ଲେଉଟି ଆସିଛି)

ଫ୍ଲୁଟିକାସୋନ ପ୍ରୋପିଓନେଟ (ଇଂରାଜୀ ଭାଷାରେ Fluticasone propionate) ବିକ୍ରୟ ନାମ ଫ୍ଲୋଭେଣ୍ଟ/ Floventଫ୍ଲୋନେଜ/ Flonase) ଏକ ପ୍ରକାର ସ୍ଟିରଏଡ (steroid) ଇଞ୍ଜେକସନ ।[୧] ଆଜ୍‌ମାସିଓପିଡି ରୋଗର ଦୀର୍ଘକାଳୀନ ଆଘ୍ରାଣ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[୧] ହେଫିଭର (hay fever) ଓ ନାଜାଲ ପଲିପ (nasal polyps) ରୋଗର ଚିକିତ୍ସା ନିମନ୍ତେ ନାକରେ ବ୍ୟବ‌ହାର କରାଯାଏ ।[୨][୩]

ଫ୍ଲୁଟିକାସୋନ ପ୍ରୋପିଓନେଟ
Clinical data
Trade namesFlovent, Flixotide (inhaled)
Flixonase, Flonase (nasal)
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
Intranasal, inhaled, topical
ATC code
Legal status
Legal status
Pharmacokinetic data
Bioavailability0.51% (Intranasal)
Protein binding91%
MetabolismIntranasal
Liver (CYP3A4-mediated)
Elimination half-life10 hours
ExcretionKidney
Identifiers
  • S-(fluoromethyl)-6α,9-difluoro-11β, 17-dihydroxy-16α-methyl-3-oxoandrosta-1, 4-diene-17β-carbothioate, 17-propanoate
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
ECHA InfoCard100.129.097 Edit this at Wikidata
Chemical and physical data
FormulaC25H31F3O5S
Molar mass500.57 g/mol
3D model (JSmol)
  • O=C(SCF)[C@]3(OC(=O)CC)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)[C@@H](F)C[C@H]4[C@@H]2C[C@H]3C)C)C
  • InChI=1S/C25H31F3O5S/c1-5-20(31)33-25(21(32)34-12-26)13(2)8-15-16-10-18(27)17-9-14(29)6-7-22(17,3)24(16,28)19(30)11-23(15,25)4/h6-7,9,13,15-16,18-19,30H,5,8,10-12H2,1-4H3/t13-,15+,16+,18+,19+,22+,23+,24+,25+/m1/s1 checkY
  • Key:WMWTYOKRWGGJOA-CENSZEJFSA-N checkY
  (verify)

ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infections), ସାଇନୁସାଇଟିସ, କାଣ୍ଡିଡିଆସିସ (thrush) ଓ କାଶ (cough) ରୋଗ ନିମନ୍ତେ ଏହି ଔଷଧ ଆଘ୍ରାଣ କରାଯାଏ ।[୧] ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ (en:nosebleeding) ଓ ତଣ୍ଟି ଦରଜ ହୋଇପାରେ । [୨] ଏହି ଔଷଧ ପ୍ରଦାହକୁ (inflammation) କମେଇଦିଏ ।[୧]

ସନ ୧୯୮୦ରେ ଫ୍ଲୁଟିକାସୋନ ପ୍ରୋପିଓନେଟ ପେଟେଣ୍ଟ ହେବା ପରେ ସନ ୧୯୯୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୩] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହି ଔଷଧ ବାବଦ ଏକ ସ୍ପ୍ରେ ବାବଦରେ ୦.୩୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ସ୍ପ୍ରେ ପିଛା ପ୍ରାୟ ୦.୧୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ସନ ୨୦୧୬ରେ ଏହି ଔଷଧ ୨୯ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୬ ତମ ସ୍ଥାନରେ ଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Fluticasone Propionate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 27 February 2019.
  2. ୨.୦ ୨.୧ "Fluticasone Propionate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 27 February 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. pp. 262, 1172. ISBN 9780857113382.
  4. Fischer, János; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 487. ISBN 9783527607495.
  5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  6. "The Top 300 of 2019". clincalc.com. Retrieved 22 December 2018.