ଏପିସ୍ପାଡିଅସ
ଏପିସ୍ପାଡିଅସ ହେଉଛି ଏକ ବିକୃତି ଯେଉଁଥିରେ ମୂତ୍ରନଳୀରର ଉପର ଅଂଶ ସଠିକ୍ ଭାବରେ ବନ୍ଦ କରିବାରେ ବିଫଳ ହୁଏ।[୧] ପୁରୁଷମାନଙ୍କଠାରେ ମୂତ୍ରନଳୀ ଖୋଲିବା ଲିଙ୍ଗର ଉପର ଭାଗରେ ହୋଇପାରେ; ଯାହା ଛୋଟ ଏବଂ ଉପର ଭାଗ ବକ୍ର ହୋଇପାରେ ।[୧] ମହିଳାମାନଙ୍କଠାରେ ଏକ ବିଭାଜିତ କ୍ଲାଇଟୋରିସ ଏବଂ ଖରାପ ଭାବରେ ଗଠିତ ମୋନ୍ସ ପୁବିସ୍ ହୋଇପାରେ ।[୧] ଏହା ପ୍ରାୟତଃ ମୂତ୍ରାଶୟ ଅଙ୍ଗବିକୃତି ସହିତ ମିଳିତ ହୁଏ | [୧] ରୋଗ ଜଟିଳ ହେଲେ ସ୍ୱେଚ୍ଛାକୃତ ମୂତ୍ର ନିୟନ୍ତ୍ରଣ ରହେନି । [୧]
Epispadias | |
---|---|
ବିଭାଗ | Urology |
ଲକ୍ଷଣ | Males: Urethra opening on upper aspect of the penis, short penis[୧] Females: Split clitoris, poorly formed mons pubis[୧] |
ଆକ୍ରାନ୍ତ ସମୟ | Present at birth[୨] |
କାରଣ | Unclear[୧] |
ସଠିକ ରୋଗ ନିର୍ଣ୍ଣୟ | Hypospadias, bladder exstrophy, common urogenital sinus[୧] |
ଚିକିତ୍ସା | Surgery[୧] |
ପୁନଃପୌନିକ | Up to 1 in 10,000[୧] |
ଏହାର କାରଣ ଅସ୍ପଷ୍ଟ ରହିଛି। ।[୧] ଗର୍ଭାବସ୍ଥା ପୂର୍ବରୁ ଫୋଲେଟର ଅଭାବ ଦେଖାଗଲେ ରୋଗର ଅଧିକ ଭୟଙ୍କର ରୂପ ହୁଏ ।[୧] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[୧] ସଂପୃକ୍ତ ପ୍ୟୁବିକ ଡାଏଷ୍ଟାସିସ୍ (pubic diastasis) ଖୋଜିବା ପାଇଁ ଏକ ଏକ୍ସ-ରେ କରିବାକୁ ସୁପାରିଶ କରାଯାଏ ।[୧]
ଏହାର ଚିକିତ୍ସାରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୧] ଅନିୟନ୍ତ୍ରିତ ମୂତ୍ରତ୍ୟାଗ ହାର ୫୦ରୁ ୯୦% ମଧ୍ୟରେ ରହିଥାଏ ।[୧] ଏପିସ୍ପାଡିଅସ (Epispadias) ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିପାରେ; ଯଦିଓ ବ୍ଲାଡର ଏକ୍ସଟ୍ରୋଫି (exstrophy ) ବିନା ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ୧ରୁ କମ୍ ଏବଂ ୧୬୦,୦୦୦ ମହିଳା ଜନ୍ମରୁ ୧ରୁ କମ୍ ଥାଏ ।[୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Anand, S; Lotfollahzadeh, S (January 2021). "Epispadias". PMID 33085327.
{{cite journal}}
: Cite journal requires|journal=
(help) - ↑ "Bladder Exstrophy-Epispadias-Cloacal Exstrophy Complex". NORD (National Organization for Rare Disorders). Archived from the original on 23 January 2021. Retrieved 21 May 2021.