ଏପିନାଷ୍ଟାଇନ
ଏପିନାଷ୍ଟାଇନ (ଇଂରାଜୀ ଭାଷାରେ Epinastine), ଅନ୍ୟମାନଙ୍କ ମଧ୍ୟରେ ଏଲେଷ୍ଟାଟ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜିକ କଞ୍ଜକ୍ଟିଭାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧] ଔଷଧର ପ୍ରଭାବ ୫ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । [୧] ଏହା ୮ ସପ୍ତାହ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ ।[୨]
Clinical data | |
---|---|
Trade names | Alesion, Elestat, Purivist, Relestat |
Synonyms | Epinastine hydrochloride |
AHFS/Drugs.com | monograph |
MedlinePlus | a604011 |
Pregnancy category |
|
Routes of administration | Eye drops |
Pharmacokinetic data | |
Protein binding | 64% |
Onset of action | Within 5 min[୧] |
Elimination half-life | 12 hours |
Duration of action | 8 hrs[୧] |
Identifiers | |
| |
ECHA InfoCard | 100.120.187 |
Chemical and physical data | |
Formula | C16H15N3 |
Molar mass | ୨୪୯.୩୨ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରେ ଜ୍ୱାଳା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ଆଖି ଏବଂ ସ୍ୱାଦର ପରିବର୍ତ୍ତନ ହୋଇପାରେ ।[୨] ଏହା ଏକ ଆଣ୍ଟିହାଇଷ୍ଟାମାଇନ୍ ଏବଂ ମାଷ୍ଟ୍ ସେଲ୍ ସ୍ଥିରକାରୀ। [୧] ଏହା ରକ୍ତ-ମସ୍ତିଷ୍କ-ପ୍ରତିବନ୍ଧକ ଅତିକ୍ରମ କରେ ନାହିଁ ।[୧]
୧୯୮୦ ମସିହାରେ ଏପିନାଷ୍ଟାଇନ ପେଟେଣ୍ଟ ହୋଇଥିଲା ଏବଂ ୧୯୯୪ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଲି ଔଷଧର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୧ ଡଲାର ଅଟେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Epinastine Monograph for Professionals". Drugs.com (in ଇଂରାଜୀ). Archived from the original on 1 March 2021. Retrieved 15 December 2021.
- ↑ ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1205. ISBN 978-0857114105.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 549. ISBN 9783527607495. Archived from the original on 2020-12-27. Retrieved 2021-03-08.
- ↑ "Epinastine Prices, Coupons & Savings Tips - GoodRx". GoodRx. Archived from the original on 8 May 2016. Retrieved 15 December 2021.