ବାଡ଼ମେର

(Barmer, Rajasthanରୁ ଲେଉଟି ଆସିଛି)

ବାଡ଼ମେର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ବର୍ମେର୍ ଜିଲ୍ଲାରେ ଅବସ୍ଥିତ ।

Barmer or Mallinath or Malani
"बाड़मेर" "मल्लिनाथ" "मलानी"
Mallinath
City
Nickname: 
Malani
ଦେଶ India
ରାଜ୍ୟRajasthan
ଜିଲ୍ଲାBarmer
Founded byMallinath
Area
 • ସମୁଦାୟ28,387 km2 (10,960 sq mi)
 • RankNo. 5
Elevation
227 m (745 ft)
Population
 (2011)
 • Total୧,୮୯,୭୧୫
 • Density92/km2 (240/sq mi)
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
344001
ଯାନବାହାନ ପଞ୍ଚୀକରଣRJ-04
Websitebarmer.rajasthan.gov.in

ଭୌଗଳିକ ଅବସ୍ଥିତି

ସମ୍ପାଦନା

ବାଡ଼ମେର ୨୫.୭୪୫୭ ଉତ୍ତର ଅକ୍ଷାଂଶ ଓ ୭୧.୩୯୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଡ଼ମେର ସହରର ମୋଟ ଜନସଂଖ୍ୟା ୬୧୭୨୪ ଅଟେ ।[] ସେଥି ମଧ୍ୟରୁ ୫୩.୬୧% ଜଣ ପରୁଷ ହୋଇଥିବା ବେଳେ ୪୬.୩୯% ଜଣ ନାରୀ ଅଟନ୍ତି । ବାଡ଼ମେରର ସାକ୍ଷରତା ହାର ୬୨.୨୧% ଅଟେ । ଏହା ଜାତୀୟ ହାରଠାରୁ ୨.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୯.୩୯% ପ୍ରତିଶତ ପୁରୁଷ ଓ ୨୨.୮୨% ନାରୀ ଅଟନ୍ତି । ୧୭.୨୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ବାଡ଼ମେରର ସରକାରୀ ଭାଷା ଅଟେ ।

ପାଣିପାଗ

ସମ୍ପାଦନା
Barmer
Climate chart (explanation)
JFMAMJJASOND
 
 
1.2
 
26
10
 
 
2.4
 
28
13
 
 
0.9
 
34
19
 
 
4.1
 
39
24
 
 
11
 
42
27
 
 
41
 
41
28
 
 
88
 
37
27
 
 
92
 
35
26
 
 
35
 
36
25
 
 
3.5
 
37
22
 
 
1.4
 
32
16
 
 
0.4
 
28
12
Average max. and min. temperatures in °C
Precipitation totals in mm
Source: []

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ବାଡ଼ମେରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୪.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୨୭୦.୬ mm/inches ହୋଇଥାଏ ।

Climate data for Barmer, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 25.6
(78.1)
28.4
(83.1)
34.1
(93.4)
39.1
(102.4)
41.7
(107.1)
40.5
(104.9)
36.7
(98.1)
35.1
(95.2)
36.3
(97.3)
36.9
(98.4)
32.3
(90.1)
27.5
(81.5)
34.6
(94.3)
ହାରାହାରି ସର୍ବନିମ୍ନ °C (°F) 10.4
(50.7)
12.9
(55.2)
18.7
(65.7)
24.1
(75.4)
26.6
(79.9)
27.5
(81.5)
26.5
(79.7)
25.6
(78.1)
24.7
(76.5)
22.0
(71.6)
16.3
(61.3)
11.7
(53.1)
20.7
(69.3)
Average rainfall mm (inches) 1.2
(0.047)
2.4
(0.094)
0.9
(0.035)
4.1
(0.161)
11.4
(0.449)
30.9
(1.217)
88.0
(3.465)
91.9
(3.618)
34.6
(1.362)
3.5
(0.138)
1.4
(0.055)
0.4
(0.016)
270.6
(10.654)
ହାରାହାରି ମେଘାତ୍ସନ ଦିବସ 0.2 0.3 0.1 0.7 0.8 1.8 4.3 4.1 1.8 0.4 0.2 0.0 14.8
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.1 0.3 0.3 0.7 1.4 1.6 2.7 2.3 1.2 0.7 0.1 0.1 11.5

ହାରାହାରି କୁହୁଡ଼ି ଘେରା ଦିବସ 0.2 0.2 0.0 0.0 0.0 0.0 0.0 0.0 0.0 0.0 0.0 0.1 0.4
Source: India Meteorological Department (temperatures and precipitation)[][]

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Barmer". Worldweather.wmo.int. 5 October 2006. Retrieved 28 June 2015.
  4. "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.

ବାହାର ଲିଙ୍କ

ସମ୍ପାଦନା