ବାଙ୍ଗନି-ତଗିନ ଭାଷା

ଭାରତର ଭାଷା
(Bangni-Tagin languageରୁ ଲେଉଟି ଆସିଛି)

ବାଙ୍ଗନି-ତଗିନ ଭାଷା ଏକ ଭାରତୀୟ ଭାଷା ଅଟେ । ଏହା ପଶ୍ଚିମ ଡାଫଲାତଗିନ ଭାବରେ ମଧ୍ୟ ପରିଚିତ । ଭାରତର ଅରୁଣାଚଳ ପ୍ରଦେଶ ଓ ତିବ୍ଦତର କିଛି ଅଞ୍ଚଳରେ ପ୍ରଚଳିତ ଏହା ଏକ ଚୀନ-ତିବ୍ଦତୀୟ ଭାଷା ଅଟେ ।[]

ବାଙ୍ଗନି-ତଗିନ ଭାଷା
Native toଭାରତ, ଚାଇନା
ଅଞ୍ଚଳଅରୁଣାଚଳ ପ୍ରଦେଶ, ତିବ୍ଦତ
ମାତୃଭାଷୀ
[]
ଚୀନ-ତିବ୍ଦତ
  • ତାନି
    • ପଶ୍ଚିମ ତାନି
      • ଉବାନ୍ସିରି
        • ବାଙ୍ଗନି-ତଗିନ ଭାଷା
ବୋଲି
ଭାଷା କୋଡ୍
ISO ୬୩୯-୩Variously:

tgj – ତଗିନ

nbt – ନାଃ

njz – ନ୍ୟିଶି
ଗ୍ଲୋଟୋଲୋଗtagi1241  Tagin
naaa1245  Na
bang1338  Bangni, docked to retired code

ଷ୍ଟୁଆର୍ଟ ବ୍ଲାକବର୍ନ କହିଛନ୍ତି ଯେ ମରାର ୩୫୦ ଜଣ ବକ୍ତା "ସବୁବେଳେ ଭୁଲ ଭାବରେ, ତଗିନର ପ୍ରଶାସନିକ ଲେବଲ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ମ୍ରା ବାଙ୍ଗନି-ତଗିନର ଏକ ସ୍ୱତନ୍ତ୍ର ଉପଭାଷା ନା ସମ୍ପୂର୍ଣ୍ଣ ଭିନ୍ନ ତାନି ଭାଷା ତାହା ସ୍ପଷ୍ଟ ହୋଇନାହିଁ ।

  1. "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
  2. Post, Mark W. (2013). Defoliating the Tani Stammbaum: An exercise in areal linguistics. Retrieved 2 February 2020 – via academia.edu. Paper presented at the 13th Himalayan Languages Symposium. Canberra, Australian National University, 9 August 2013.