ନାଃ ବୋଲି

ଭାରତୀୟ ଭାଷା

ନାଃ ବୋଲି (ନା ବୋଲି) ଏକ ଭାରତୀୟ ଭାଷା ବାଙ୍ଗନିର ଉପଭାଷା ବା ବୋଲି ଅଟେ । ବାଙ୍ଗନି ଏକ ଚୀନ-ତିବ୍ଦତୀୟ ଭାଷା ଅଟେ ।[] ଏହି ବୋଲି ଅରୁଣାଚଳ ପ୍ରଦେଶର ଉପର ସୁବନସିରି ଜିଲ୍ଲାର ତାକସିଙ୍ଗ ସର୍କଲର ୯ଟି ଗାଆଁର କଥିତ ଭାଷା ଅଟେ (ପେର୍ଟିନ ୧୯୯୪:୧) । ଚେଦର, ହାଫି, ତିସି ଓ ହରି ନାମକ ୪ଟି ବଂଶ ରହିଛି ।

ନାଃ ବୋଲି
ବାଙ୍ଗନି
ଅଞ୍ଚଳଆସାମ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[]
ଚୀନ-ତିବ୍ଦତୀୟ
  • ତାନି
    • ପଶ୍ଚିମୀ ତାନି
      • ସୁବନସିରି
        • ବାଙ୍ଗନି
          • ନାଃ ବୋଲି
ଭାଷା କୋଡ୍
ISO ୬୩୯-୩nbt
ଗ୍ଲୋଟୋଲୋଗnaaa1245
ELPNa
Na is classified as Critically Endangered language by the UNESCO Atlas of the World's Languages in Danger[]
  1. ନାଃ ବୋଲି at Ethnologue (15th ed., 2005)
  2. ଛାଞ୍ଚ:Cite UNESCO Atlas
  3. Post, Mark W. (2013). Defoliating the Tani Stammbaum: An exercise in areal linguistics. Paper presented at the 13th Himalayan Languages Symposium. Canberra, Australian National University, Aug 9.

ବାହାର ଆଧାର

ସମ୍ପାଦନା
  • Greenblatt, Jared (2010-12-07). The Jewish Neo-Aramaic Dialect of Am?dya (in ଇଂରାଜୀ). BRILL. ISBN 978-90-04-18257-8.
  • Greenblatt, Jared (2010-12-07). The Jewish Neo-Aramaic Dialect of Amədya (in ଇଂରାଜୀ). BRILL. ISBN 978-90-04-19230-0.
  • Collin, Zacharias (1862). An Essay on the Scoto-English Dialect (in ଇଂରାଜୀ). Berlings Print. Office.
  • Smith (2004-02). The T'Na Chronicles: Annihilation (in ଇଂରାଜୀ). Positive Gain Enterprises. ISBN 978-1-4140-4939-7. {{cite book}}: Check date values in: |date= (help)