ଆଟେନୋଲୋଲ
ଆଟେନୋଲୋଲ (ଇଂରାଜୀ ଭାଷାରେ Atenolol) ଏକ ପ୍ରକାର ବିଟା ବ୍ଲକର (beta blocker) ଔଷଧ ଯାହା ପ୍ରାଥମିକ ଭାବରେ ଉଚ୍ଚ ରକ୍ତଚାପ ଓ ଆଞ୍ଜିନା (angina) ରୋଗମାନଙ୍କ ନିମନ୍ତେ ବ୍ୟବହାର କରାଯାଏ ।[୧] ଏହା ବ୍ୟତୀତ ଅଧକପାଳି ପ୍ରତିଷେଧ ଓ କେତେକ ଆରିଦମିଆ (irregular heart beat) ବା ଅନିୟମିତ ହୃତ୍ସ୍ପନ୍ଦନ ରୋଗ ନିମନ୍ତେ ଦିଆଯାଇପାରେ । [୧][୨] ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧][୨] ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medication) ସାଥିରେ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ।[୨]
Clinical data | |
---|---|
Trade names | Tenormin, others |
AHFS/Drugs.com | monograph |
MedlinePlus | a684031 |
data | |
Pregnancy category | |
Routes of administration | By mouth, IV |
Drug class | Selective β1 receptor antagonist |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 40–50% |
Protein binding | 6–16% |
Metabolism | Liver <10% |
Elimination half-life | 6–7 hours |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.044.941 |
Chemical and physical data | |
Formula | C14H22N2O3 |
Molar mass | 266.336 g/mol |
3D model (JSmol) | |
Chirality | Racemic mixture |
| |
| |
(verify) |
ଆଟେନୋଲୋଲ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ହୃଦ୍ପାତ, ମୁଣ୍ଡ ଓଜନିଆ, ଅବସାଦ ଓ ଅଣନିଶ୍ୱାସୀ (shortness of breath) ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବ୍ରୋଙ୍କୋସ୍ପାଜ୍ମ (bronchospasm) ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ । [୧] ସ୍ତନ୍ୟପାନ (breastfeeding) କରେଇବା ସମୟରେ ମଧ୍ୟ ଏହା ନଦେଇ ଅନ୍ୟ ଔଷଧ ଦେବାକୁ ପସନ୍ଦ କରାଯାଏ ।[୩] ହୃତ୍ପିଣ୍ଡରେ ଏହା ବିଟା୧-ଆଡ୍ରେନର୍ଜିକ ରିସେପ୍ଟରକୁ (β1-adrenergic receptor) ଅବରୋଧ କରି ହୃଦ୍ଗତି ହାର ଓ ଚାପ କମେଇଦିଏ ।[୧]
ସନ ୧୯୬୯ରେ ଆଟେନୋଲୋଲ ପେଟେଣ୍ଟ ହୋଇ ସନ ୧୯୭୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ (generic medication ନାମରେ ମିଳେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ମାସର ହୋଲସେଲ ଖର୍ଚ୍ଚ ୧୫ ଡଲାରରୁ କମ୍ ଥିଲା ।[୫] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ନିମନ୍ତେ ଏହାର ମୂଲ୍ୟ ୫ ପାଉଣ୍ଡରୁ କମ୍ ଥିଲା ।[୨] ସନ ୨୦୧୬ରେ ପ୍ରାୟ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୦ତମ ସର୍ବାଧିକ ମାନ୍ୟତା ପାଇଥିଲା । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Atenolol Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ ୨.୦ ୨.୧ ୨.୨ ୨.୩ British national formulary : BNF 76 (76 ed.). Pharmaceutical Press. 2018. pp. 151–153. ISBN 9780857113382.
- ↑ "Atenolol use while Breastfeeding". Drugs.com (in ଇଂରାଜୀ). Retrieved 23 December 2018.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 461. ISBN 9783527607495.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.