Antarctosaurus (English: Antarctosaurus;/ænˌtɑːrkt[invalid input: 'ɵ']ˈsɔːrəs/; meaning "southern lizard") ଡାଇନୋସର ବଂଶର ଜୀବ ଅଟେ ।[୧] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଦକ୍ଷିଣ ଆମେରିକାରୁ ମିଳିଥିଲା ।[୨]

Antarctosaurus
ଜୀବାଶ୍ମ କାଳ: Late Cretaceous, 83 Ma
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Reptilia
ଅଧିଗଣ: Dinosauria
ଗଣ: Saurischia
ଉପଗଣ: Sauropodomorpha
ଅବଗଣ: Sauropoda
ଅଶ୍ରେଣୀକୃତ: Titanosauria
କୁଳ: Antarctosauridae
ପ୍ରଜାତି: Antarctosaurus
von Huene, 1929
Species
  • A. wichmannianus von Huene, 1929 (type)
  • ?A. giganteus von Huene, 1929
  • "A." jaxarticus Riabinin, 1939
  • "A." brasiliensis Arid & Vizotto, 1971

ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।

Antarctosaurus ଏକ ତୃଣଭୋଜୀ ଜୀବ ଥିଲା ।

ଇତିହାସ ସମ୍ପାଦନା

ଶ୍ରେଣୀ ବିଭାଗ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Olshevsky, G. (1995 onwards). Dinosaur Genera List Archived 2011-07-15 at the Wayback Machine.. Retrieved February 24, 2014.
  2. Dinosaur Jungle. "South American Dinosaur". Retrieved 19 March 2014.

ବହି ଆଧାର ସମ୍ପାଦନା

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା