ଆଲିରାଜପୁର
ମଧ୍ୟପ୍ରଦେଶ ର ଏକ ସହର, ଭାରତ
(Alirajpurରୁ ଲେଉଟି ଆସିଛି)
ଆଲିରାଜପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ଝବୁଅ ଜିଲ୍ଲାରେ ଅବସ୍ଥିତ ।
Alirajpur
आलीराजपुर | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Alirajpur district |
Population (2001) | |
• Total | ୨୮,୪୯୮ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
Website | www |
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଲିରାଜପୁର ସହରର ମୋଟ ଜନସଂଖ୍ୟା ୨୫୧୬୧ ଅଟେ ।[୧] ସେଥି ମଧ୍ୟରୁ ୫୨.୪୩% ଜଣ ପରୁଷ ହୋଇଥିବା ବେଳେ ୪୭.୫୭% ଜଣ ନାରୀ ଅଟନ୍ତି । ଆଲିରାଜପୁରର ସାକ୍ଷରତା ହାର ୬୬.୬୭% ଅଟେ । ଏହା ଜାତୀୟ ହାରଠାରୁ ୧.୮୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୪% ପ୍ରତିଶତ ପୁରୁଷ ଓ ୨୭.୮୩% ନାରୀ ଅଟନ୍ତି । ୧୪.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
ସମ୍ପାଦନାହିନ୍ଦୀ ଆଲିରାଜପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.