ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଜୁନ ବର୍ଷର ୧୬୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୭ ଦିନ ବାକି ଅଛି ।
- ୧୭୭୫- ବଂକର ହିଲର ଯୁଦ୍ଧରେ ବ୍ରିଟିସ ସେନା ଆମେରିକାର ମହାଦ୍ୱୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ୱୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମ ଜାରୀ ରହିଲା ।
- ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
- ୧୯୩୮- ଜାପାନ , ଚୀନ ବିରୋଧରେ ଯୁଦ୍ଧ ଘୋଷଣା କଲା ।
- ୧୯୪୪- ଆଇସଲୈଂଡକୁ ଡେନମାର୍କ ଠାରୁ ସ୍ୱଧୀନତତା ମିଳିଲା ।
- ଜର୍ମନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସମର୍ପଣ କଲା ।
- ୨୦୧୨- ମିଶରର ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
- ଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷାରେ ପହଁଚିବାରେ ସଫଳ ହେଲା ।
- ୧୯୭୩- ଲିଏଣ୍ଡର ପେସ- ଭାରତୀୟ ସର୍ବଶ୍ରେଷ୍ଠ ଟେନିସ ଖେଳାଳୀ
- ୧୯୮୦- ଭେନସ ୱିଲିୟମ୍ସ୍- ସର୍ବଶ୍ରେଷ୍ଠ ଅମେରିକୀୟ ମହିଲା ଟେନିସ ଖେଳାଳୀ
- ୧୯୮୧- ଅମୃତା ରାଓ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
- ୧୬୩୨- ମୁମତାଜ ମହଲ, ମୁଗଲ ବାଦଶାହ ଶାହଜହାଁ ଙ୍କର ପତ୍ନୀ
- ୧୮୫୮- ରାଣୀ ଲକ୍ଷ୍ମୀ ବାଈ, ୧୮୫୭ରେ ଘଟିତ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ନାୟିକା ଝାଁସୀ ରାଜ୍ୟର ରାଣୀ
- ୧୯୯୦- ଜ୍ଞାନୀନ୍ଦ୍ର ବର୍ମା, ଅନୁବାଦକ (ଜନ୍ମ: ୧୯୧୬)
ଉଇକିମିଡ଼ିଆ କମନ୍ସରେ ୧୭ ଜୁନ
ବାବଦରେ ମାଧ୍ୟମ ରହିଛି । |