ୟୁକ୍ନିମାଇସରସ
ୟୁକ୍ନିମାଇସରସ (English: Eucnemesaurus;/juːkˌniːm[invalid input: 'ɨ']ˈsɔːrəs/; meaning "good tibia lizard", for its robust tibiae) ଡାଇନୋସର ବଂଶର ଜୀବ ଅଟେ ।[୧] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା ।[୨]
Eucnemesaurus ଜୀବାଶ୍ମ କାଳ: Late Triassic
| |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Sauropsida |
ଅଧିଗଣ: | Dinosauria |
ଗଣ: | Saurischia |
ଉପଗଣ: | Sauropodomorpha |
ଅବଗଣ: | Prosauropoda |
କୁଳ: | Riojasauridae |
ପ୍ରଜାତି: | Eucnemesaurus |
ଜାତି: | E. fortis |
ବାଇନୋମିଆଲ ନାମ | |
Eucnemesaurus fortis Hoepen, 1920
| |
Synonyms | |
|
ଏହି ଡାଇନୋସରଟି ଟ୍ରାଇଆସିକ ଯୁଗରେ ବାସ କରୁଥିଲା ।
ଇତିହାସ
ସମ୍ପାଦନାଶ୍ରେଣୀ ବିଭାଗ
ସମ୍ପାଦନାଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Olshevsky, G. (1995 onwards). Dinosaur Genera List Archived 2011-07-15 at the Wayback Machine.. Retrieved February 24, 2014.
- ↑ Dinosaur Jungle. "African Dinosaurs". Retrieved 19 March 2014.
ବହି ଆଧାର
ସମ୍ପାଦନା- E. C. N. van Hoepen (1920). "Contributions to the knowledge of the reptiles of the Karroo Formation. 6. Further dinosaurian material in the Transvaal Museum", Annals of the Transvaal Museum 7(2): 93-141
- Yates, A.M. (2006). "Solving a dinosaurian puzzle: the identity of Aliwalia rex Galton". Historical Biology, 1–31, iFirst article
ଆହୁରି ପଢନ୍ତୁ
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |