ହେ ସଖା
୨୦୧୨ର ଓଡ଼ିଆ କଥାଚିତ୍ର
ହେ ସଖା, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଂଗ୍ରାମ ଗଜେନ୍ଦ୍ର । ନିର୍ମଳ ପଣ୍ଡା ଓ ଶରଣାବିନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଆଶିଷ ଭଟ୍ଟାଚାର୍ଯ୍ୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ହେ ସଖା | |
---|---|
ନିର୍ଦ୍ଦେଶକ | ଆଶିଷ ଭଟ୍ଟାଚାର୍ଯ୍ୟ |
ପ୍ରଯୋଜକ | ସଂଗ୍ରାମ ଗଜେନ୍ଦ୍ର |
ସଂଳାପ | ନିର୍ମଳ ପଣ୍ଡା, ଶରଣାବିନ୍ଦ |
ଚିତ୍ରନାଟ୍ୟ | ଆଶିଷ ଭଟ୍ଟାଚାର୍ଯ୍ୟ |
କଳାକାର | ସମୀର, ସାଣ୍ଟୁ, ଗାର୍ଗୀ ମହାନ୍ତି |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ଆଶିଷ ଭଟ୍ଟାଚାର୍ଯ୍ୟ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୨ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଗାର୍ଗୀ ମହାନ୍ତି, ସମୀର ଓ ସାଣ୍ଟୁ ।[୧]
ଅଭିନୟରେ ସମ୍ପାଦନା
ଓଡ଼ିଆ କଥାଚିତ୍ର ‘ହେ ସଖା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୩]
- ସମୀର (ଶ୍ରୀକୃଷ୍ଣ)
- ସାଣ୍ଟୁ (ସୁଦାମା)
- ଗାର୍ଗୀ ମହାନ୍ତି
- କାବୁଲା ମହାନ୍ତି
- ପ୍ରଭାତୀ ସାହୁ
- ଅଶୋକ ବଳ
- ନିର୍ମଳ ପଣ୍ଡା
- ସଂଗ୍ରାମ
- ରାମ ସିଂ
ଗୀତ ଓ ସଙ୍ଗୀତ ସମ୍ପାଦନା
- ସଙ୍ଗୀତକାର: ଅମରେନ୍ଦ୍ର ମହାନ୍ତି[୪]
- ଗୀତିକାର: ଡ. ପ୍ରସନ୍ନ ସାମଲ, ମୋହିତ ଚକ୍ରବର୍ତ୍ତୀ, ସତ୍ୟବାନ
- ପ୍ରଚ୍ଛଦପଟ ଗାୟକ: ଅନ୍ତରା ଚକ୍ରବର୍ତ୍ତୀ, ଅମରେନ୍ଦ୍ର ମହାନ୍ତି, ପମି, କରୁଣାକର, ଗୋବିନ୍ଦଚନ୍ଦ୍ର
ଗୀତ ସମ୍ପାଦନା
- ହେ ସଖା
- ହରି ହରି
- ଫୁଲ ଫୁଟିଚି
- ରୁଣୁ ଝୁଣୁ
- ଶ୍ରୀକୃଷ୍ଣ
ଆଧାର ସମ୍ପାଦନା
- ↑ ୧.୦ ୧.୧ "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 3 September 2018. Retrieved 2 September 2018.
- ↑ http://odishasuntimes.com/2015/01/13/odishas-veteran-actor-director-hara-patnaik-no/
- ↑ incredibleorissa.com: He Sakha Odia Film Cast & Crew
- ↑ "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.
ବାହାର ଆଧାର ସମ୍ପାଦନା
ଇଣ୍ଟରନେଟ ମୁଭି ଡାଟାବେସରେ ହେ ସଖା