ହେନେରି କ୍ୟାଭେଣ୍ଡିସ୍

ହେନେରି କ୍ୟାଭେଣ୍ଡିସ୍ (English: Henry Cavendish) ଜଣେ ବ୍ରିଟିଶ୍ ବୈଜ୍ଞାନିକ । ସେ ଉଭୟ ଭୌତିକ ବିଜ୍ଞାନରସାୟନ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ । ସେ ଫ୍ରାନ୍ସର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍‌ କ୍ୟାଭେଣ୍ଡିସ୍‌ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନଗୁଡ଼ିକ ମଧ୍ୟରୁ ସେ ଉଦ୍‌ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍‌ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।

ହେନେରି କ୍ୟାଭେଣ୍ଡିସ୍
Henry Cavendish
Cavendish Henry signature.jpg
ହେନେରି କ୍ୟାଭେଣ୍ଡିସ୍
ଜନ୍ମ ଓ ଜନ୍ମସ୍ଥାନ୧୦ ଅକ୍ଟୋବର ୧୭୩୧(1731-10-10)
ମୃତ୍ୟୁ୨୪ ଫେବୃଆରୀ ୧୮୧୦(1810-02-24) (ବୟସ ୭୮)
ଜାତୀୟତାବ୍ରିଟିଶ୍
ଶିକ୍ଷାନୁଷ୍ଠାନକ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଉଦଜାନର ଆବିଷ୍କାର
ପୃଥିବୀର ଘନତ୍ୱ ମାପ
ବିଜ୍ଞାନୀ ଜୀବନ
କ୍ଷେତ୍ରରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ

ଜୀବନୀସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ରସାୟନ ବିଜ୍ଞାନ ଗବେଷଣାସମ୍ପାଦନ କରନ୍ତୁ

ପୃଥିବୀର ଘନତାସମ୍ପାଦନ କରନ୍ତୁ

ବିଦ୍ୟୁତ ସମ୍ପର୍କିତ ଗବେଷଣାସମ୍ପାଦନ କରନ୍ତୁ

ମୃତ୍ୟୁସମ୍ପାଦନ କରନ୍ତୁ

ବ୍ୟକ୍ତିତ୍ୱସମ୍ପାଦନ କରନ୍ତୁ

ଗୁରୁତ୍ତ୍ୱପୂର୍ଣ୍ଣ ରଚନବଳୀସମ୍ପାଦନ କରନ୍ତୁ

  • Cavendish, Henry (1921). Scientific Papers. Vol. 1. Cambridge: Cambridge University Press. – edited by James Clerk Maxwell and revised by Joseph Larmor
  • Cavendish, Henry (1921). Scientific Papers. Vol. 2. Cambridge: Cambridge University Press. – edited by James Clerk Maxwell and revised by Joseph Larmor
  • Cavendish, Henry (1879). The Electrical Researches of the Honourable Henry Cavendish. Cambridge: Cambridge University Press. – edited by James Clerk Maxwell

ଆଧାରସମ୍ପାଦନ କରନ୍ତୁ

ଆହୁରି ପଢନ୍ତୁସମ୍ପାଦନ କରନ୍ତୁ

  • Cavendish, Christa Jungnickel and Russell McCormmach, American Philosophical Society, 1996, ISBN 0-87169-220-1, 414 pp.
  • Cavendish: The Experimental Life, Christa Jungnickel and Russell McCormmach, Bucknell University Press, 1999, ISBN 0-8387-5445-7, 814 pp.

ବାହାର ଲିଙ୍କସମ୍ପାଦନ କରନ୍ତୁ